Advertisment

ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ

ଆପ୍ଲିକେସନ ଜରିଆରେ କ୍ରାଇମ୍‌ ପ୍ଲଟକୁ ଠାବ କରିବ କମିଶନରେଟ୍‌ ପୁଲିସ।

author-image
Manoj Swain

ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ। ଆପ୍ଲିକେସନ ଜରିଆରେ କ୍ରାଇମ୍‌ ପ୍ଲଟକୁ ଠାବ କରିବ କମିଶନରେଟ୍‌ ପୁଲିସ। କ୍ରାଇମ୍‌ ହଟସ୍ପଟ ଚିହ୍ନଟ କରାଯିବା ସହ ଅପରାଧୀଙ୍କ ଉପରେ ପୁଲିସ କଡ଼ା ନଜର ରଖିବ। କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସରେ ଉଦଘାଟିତ ହୋଇଛି ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar