ଇଲେକ୍ଟ୍ରି ଭେଇକିଲ ନିର୍ମାତାଙ୍କର ଜବରଦସ୍ତ ଅଫର । ସାଧାରଣତଃ ସମସ୍ତଙ୍କ ମନରେ ଏକ ଧାରଣା ରହିଥାଏ କି, ଇଲେକ୍ଟ୍ରିକ ଭେଇକିଲ ଅଧିକ ମହଙ୍ଗା। ଏବେ କିନ୍ତୁ ପେଟ୍ରୋଲ ଓ ଡିଜେଲ କାର ମଡେଲ ଦାମରେ ମିଳିବ ଇଭି । ନିକଟରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଏନେଇ ସୂଚନା ଦେଇଥିଲେ। ଏଥିପାଇଁ ବର୍ଷେ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Technology
ଇତିହାସ ରଚିଲେ ଶୁଭାଂଶୁ , ୪୧ ବର୍ଷ ତଳେ ରାକେଶ ଶର୍ମା କରିଥିଲେ ରେକର୍ଡ
ରାକେଶ ଶର୍ମାଙ୍କ ଐତିହାସିକ ମହାକାଶ ଯାତ୍ରାର ଗୋଟିଏ ବର୍ଷ ପରେ ଅର୍ଥାତ ୧୯୮୫ ମସିହାରେ ଶୁଭାଂଶୁ ଶୁକ୍ଳା ଜନ୍ମ ଗ୍ରହଣ କରିଥିଲେ। ଏବେ ସେ ମହାକାଶକୁ ଉଡ଼ାଣ ଭରି ଇତିହାସ ସୃଷ୍ଟି କରିଛନ୍ତି।

National
ଭାରତର ପ୍ରଯୁକ୍ତି ଯାତ୍ରା : ଅପହଞ୍ଚ ପ୍ରଯୁକ୍ତି ଏବେ ଜୀବନର ଅଂଶ
ଗତ ଏଗାର ବର୍ଷ ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ବ୍ୟାପକ ପରିବର୍ତ୍ତନ ଦେଖିଛି। ପୂର୍ବରୁ ଜଟିଳ ଏବଂ ଅପହଞ୍ଚ ପ୍ରଯୁକ୍ତିବିଦ୍ୟା ଏବେ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି।

Technology
ବିଶ୍ୱର ପ୍ରଥମ ବିଦ୍ୟୁତ ଚାଳିତ ବିମାନ, ମାତ୍ର ୭୦୦ ଟଙ୍କାରେ ୧୩୦ କିମି ରାସ୍ତା ଅତିକ୍ରମ କଲା
୧୩୦ କିମି ପାଇଁ ବିମାନର ଖର୍ଚ୍ଚ ଥିଲା ମାତ୍ର ୮ ଡଲାର ବା ୬୯୪ ଟଙ୍କା। ସମାନ ରାସ୍ତା ପାଇଁ ଯଦି ହେଲିକପ୍ଟରର ବ୍ୟବହାର କରାଯାଇ ଥାଆନ୍ତା, ତା’ହେଲେ ଇନ୍ଧନ ଖର୍ଚ୍ଚ ବାବଦରେ ୧୬୦ ଡଲାର ବା ୧୩,୮୮୫ ଟଙ୍କା ଦେବାକୁ ପଡ଼ିଥାଆନ୍ତା।

Guest Column
କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର
ବିଗତ କିଛି ବର୍ଷ ଭିତରେ ସାମାଜିକ ମାଧ୍ୟମ ବା ସୋସିଆଲ ମିଡ଼ିଆ, ଯୋଗାଯୋଗ ଏବଂ ସୂଚନା ବିନିମୟର ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ ହୋଇଉଠିଛି। ତାହା ମଧ୍ୟରେ ମାର୍କ ଜୁକରବର୍ଗ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଆରମ୍ଭ ହୋଇ ଥିବା ଫେସବୁକ୍ ସବୁଠାରୁ ଅଧିକ ପ୍ରଚଳିତ ଏବଂ ଲୋକପ୍ରିୟ ମାଧ୍ୟମ ହେବା ସହ ଆଜିର ଯୁବପିଢ଼ି ଓ ବୟସ୍କମାନେ ଏହା ମାଧ୍ୟମରେ ନିଜର ଭାବନା, ଜ୍ଞାନ ଓ ସୂଚନା ଅନ୍ୟମାନଙ୍କ ସହ ବାଣ୍ଟି ନେଉଛନ୍ତି।

Guest Column
ମସ୍କଙ୍କ ପ୍ରବେଶ ପରେ ଇଂଟରନେଟ୍ ଯୁଦ୍ଧ ତୀବ୍ର
ଷ୍ଟାର୍ଲିଙ୍କ ଏଥରକ ସିଧା ଭାରତବର୍ଷରେ ପ୍ରବେଶ ନକରି ଏୟାର୍ଟେଲ୍ କମ୍ପାନୀ ଜରିଆରେ ପ୍ରବେଶ କରୁଥିବାରୁ ସେମାନେ ବର୍ତ୍ତମାନର ବ୍ୟବସ୍ଥାକୁ ଭାଙ୍ଗି ଦେଉଛନ୍ତି ବୋଲି ଯୁକ୍ତି କରିବା ସହଜ ହେବନାହିଁ।