ଏପ୍ ଏଣ୍ଡ୍ ଡି କମ୍ପାନୀର ପୋର୍ଟେବଲ୍ ବ୍ଲୁ ଟୁଥ୍ ସ୍ପିକର୍ W8 ଲଞ୍ଚ୍ ହୋଇଛି। ଏହି ସ୍ପିକର୍ର ଦାମ୍ ୨,୪୯୦ଟଙ୍କା ରହିଛି। ସ୍ନାପ୍ଡିଲ୍ ଏବଂ ଆମାଜନ୍ରୁ ଗ୍ରାହକ ଏହି ସ୍ପିକର୍କୁ କିଣି ପାରିବେ।
ଏହି ଅଲ୍ଟ୍ରା ପୋର୍ଟେବଲ୍ W8 ସ୍ପିକର୍ରେ ୧୦ ମିଟର ରେଞ୍ଜ୍ ଭିତରେ ଥିବା ମୋବାଇଲ୍ ଏବଂ ଅନ୍ୟ ବ୍ଲୁ ଟୁଥ୍ ଡିଭାଇସ୍କୁ କନେକ୍ଟ୍ କରାଯାଇପାରିବ। ଏହି ସ୍ପିକର୍ ଜରିଆରେ ଭଏସ୍ କଲ୍ ହୋଇପାରିବ ଏବଂ କଲ୍ ରିସିଭ୍ ମଧ୍ୟ କରାଯାଇପାରିବ।
ଏହି W8 ସ୍ପିକର୍ରେ ମାଇକ୍ରୋ ଏସ୍ଡି କାର୍ଡ ସପୋର୍ଟ ସିଷ୍ଟମ୍ ରହିଛି। ସ୍ପିକର୍ରେ FM ମଧ୍ୟ ଦିଆଯାଇଛି।
ଏଥିରେ ରଙ୍ଗ ବଦଳାଇପାରୁଥିବା ଏଲ୍ଇଡି ଲାଇଟ୍ ମଧ୍ୟ ଦିଆଯାଇଛି। ଏହି ସ୍ପିକରକୁ ୬ଘଣ୍ଟା ପର୍ଯ୍ୟନ୍ତ ଚଲାଯାଇପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Gadgets
ଖରାକୁ ମାତ୍ ଦେବ ନୂଆ ଏସି, ପିନ୍ଧି ବୁଲି ହେବ
ଲୋକଙ୍କୁ ଏହି ଟାଣ ଖରା ଓ ଗରମରୁ ମୁକ୍ତି ଦେବା ପାଇଁ ସୋନି କମ୍ପାନୀ ଲଞ୍ଚ କରିଛି ନୂଆ ଡିଭାଇସ୍। ଏହାର ନାଁ ରହିଛି 'Reon Pocket 5' ଏସି।
Gadgets
iPhone ୟୁଜର୍ସଙ୍କୁ ସତର୍କ ସୂଚନା ଜାରି କଲେ ସରକାର
iPhone ୟୁଜର୍ସଙ୍କୁ ପାଇଁ ସରକାରଙ୍କ ତରଫରୁ ହାଇ ରିସ୍କ ଚେତାବନୀ ଜାରି କରାଯାଇଛି।
National
ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର; ଲ୍ୟାଣ୍ଡସ୍କେପ୍ ମୋଡରେ ହେବ ଭିଡିଓ କଲିଂ, ଅଜଣା କଲ୍ ହେବ ସାଇଲେଣ୍ଟ
ୟୁଜରଙ୍କୁ ଅଧିକ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ଆହୁରି ବହୁ ନୂଆ ଫିଚର ଆଣିଛି ହ୍ୱାଟ୍ସଆପ୍ ।
Gadgets
ହ୍ୱାଟସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର ! ଗ୍ରୁପ୍ ଆଡ୍ମିନଙ୍କୁ ମିଳିବ ଏହି ସ୍ୱତନ୍ତ୍ର ଫିଚର୍ସ
Whatsapp to now let group admin delete any message from the chat
Gadgets
ଆସୁଛି ହ୍ୱାଟସଆପ୍ର ନୂଆ ଫିଚର୍: ଲୁଚି ଯିବ ୟୁଜର୍ସଙ୍କ ଫୋନ୍ ନମ୍ୱର
ନୂଆଦିଲ୍ଲୀ: ଆସୁଛି ହ୍ୱାଟସଆପ୍ର ନୂଆ ଫିଚର୍। ଏଣିକି କେହି ଯାଣିପାରିବେ ନାହିଁ ୟୁଜର୍ସଙ୍କ ମୋବାଇଲ୍ ନମ୍ୱର। ହ୍ୱାଟସଆପ୍ ଅନେକ ନୂଆ ଫିଚର ଆଣିବାର ଉଦ୍ୟମ କରୁଥିବାବେଳେ ୟୁଜର୍ସଙ୍କୁ ଏବେ ଏକ ନୂଆ ଫିଚର୍ ଭେଟି ଦେବାକୁ ଯାଉଛି। ଏଥିରେ ୟୁଜର୍ସମାନେ ନିଜ ଫୋନ୍ ନମ୍ବରକୁ ଗୋପନ ରଖିପାରିବେ। ୟୁଜର୍ସମାନେ କଣ୍ଟାକ୍ଟରେ ଥିବା ବ୍ୟକ୍ତିଙ୍କଠାରୁ ନିଜ ଫୋନ୍ ନମ୍ୱରକୁ ଲୁଚାଇ ରଖିବାକୁ ଏହି ଫିଚର୍ରେ ଅପସନ୍ ରହିଛି। ହ୍ୱାଟସଆପ୍ର ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଭର୍ସନ୍ 2.22.17.23 ରେ […]