ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଷ୍ଟାଇଲିସ୍ ବାଇକ୍ 110cc scooter Aviator 2018 version ଲଞ୍ଚ କରାଯାଇଛି। ଏହାର ଏକ୍ସସୋରୁମ୍ ପ୍ରାଇସ୍ ଦିଲ୍ଲୀରେ ୫୫.୧୫୭ ଟଙ୍କା ରହିଛି। ଏହି ନୂତନ ମଡେଲରେ LED headlamp ଏବଂ position lamp, 4-in-1 lock, ସିଟ୍ ଓପନର୍ ସୁଇଚ୍, ମେଟାଲ ମଫ୍ଲର ପ୍ରୋଟେକ୍ଟର ଏବଂ ନ୍ୟୁ ଫ୍ରଣ୍ଟ୍ ବ୍ୟାଗ୍-ହୁକ୍ ରହିଛି। ଏହି ମଡେଲରେ କୌଣସି ପ୍ରକାର କସ୍ମେଟିକ୍ ଏବଂ ମେକାନିକାଲ ଅପ୍ଡେଟ୍ ଦିଆଯାଇ ନାହିଁ।
ଏଥିରେ 110cc ହେଟ୍ ( ହୋଣ୍ଡା ଇକୋ ଟେକ୍ନୋଲୋଜି) ଇଞ୍ଜିନ୍ ରହିଛି। ଏହି ଇଞ୍ଜିନ୍ 8PS ଏବଂ 8.9Nm ଟର୍କ୍ୟୁ ପାୱାର ଉତ୍ପାଦନ କରିବାର କ୍ଷମତା ରହିଛି। ଏଥିରେ ଏୟାର୍ କୋଲେଡ୍ carburetized ସିଷ୍ଟମ ବିଶିଷ୍ଟ ଇଞ୍ଜିନ୍ ରହିଛି।
ସେହିପରି ଏହି ସ୍କୁଟରରେ ଆଉ କିଛି ଖାସ୍ ବିଶେଷତ୍ୱ ମଧ୍ୟ ରହିଛି। ସେଥିରେ ମୋବାଇଲ୍ ଚାର୍ଜର, ଆଲୟ ହୁଇଲ୍ ଏବଂ ଫ୍ରଣ୍ଟ ଡିସ୍କ୍ ବ୍ରେକ୍ ଆଦି ରହିଛି। ଏହି ସ୍କୁଟରଟି ବଜାରରେ ଏବେ ୪ଟି ରଙ୍ଗ ତଥା କଳା, ଧଳା, ଲାଲ ଏବଂ ସିଲ୍ଭର ରଙ୍ଗରେ ଉପଲବ୍ଧ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Gadgets
ଖରାକୁ ମାତ୍ ଦେବ ନୂଆ ଏସି, ପିନ୍ଧି ବୁଲି ହେବ
ଲୋକଙ୍କୁ ଏହି ଟାଣ ଖରା ଓ ଗରମରୁ ମୁକ୍ତି ଦେବା ପାଇଁ ସୋନି କମ୍ପାନୀ ଲଞ୍ଚ କରିଛି ନୂଆ ଡିଭାଇସ୍। ଏହାର ନାଁ ରହିଛି 'Reon Pocket 5' ଏସି।
Gadgets
iPhone ୟୁଜର୍ସଙ୍କୁ ସତର୍କ ସୂଚନା ଜାରି କଲେ ସରକାର
iPhone ୟୁଜର୍ସଙ୍କୁ ପାଇଁ ସରକାରଙ୍କ ତରଫରୁ ହାଇ ରିସ୍କ ଚେତାବନୀ ଜାରି କରାଯାଇଛି।
National
ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର; ଲ୍ୟାଣ୍ଡସ୍କେପ୍ ମୋଡରେ ହେବ ଭିଡିଓ କଲିଂ, ଅଜଣା କଲ୍ ହେବ ସାଇଲେଣ୍ଟ
ୟୁଜରଙ୍କୁ ଅଧିକ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ଆହୁରି ବହୁ ନୂଆ ଫିଚର ଆଣିଛି ହ୍ୱାଟ୍ସଆପ୍ ।
Gadgets
ହ୍ୱାଟସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର ! ଗ୍ରୁପ୍ ଆଡ୍ମିନଙ୍କୁ ମିଳିବ ଏହି ସ୍ୱତନ୍ତ୍ର ଫିଚର୍ସ
Whatsapp to now let group admin delete any message from the chat
Gadgets
ଆସୁଛି ହ୍ୱାଟସଆପ୍ର ନୂଆ ଫିଚର୍: ଲୁଚି ଯିବ ୟୁଜର୍ସଙ୍କ ଫୋନ୍ ନମ୍ୱର
ନୂଆଦିଲ୍ଲୀ: ଆସୁଛି ହ୍ୱାଟସଆପ୍ର ନୂଆ ଫିଚର୍। ଏଣିକି କେହି ଯାଣିପାରିବେ ନାହିଁ ୟୁଜର୍ସଙ୍କ ମୋବାଇଲ୍ ନମ୍ୱର। ହ୍ୱାଟସଆପ୍ ଅନେକ ନୂଆ ଫିଚର ଆଣିବାର ଉଦ୍ୟମ କରୁଥିବାବେଳେ ୟୁଜର୍ସଙ୍କୁ ଏବେ ଏକ ନୂଆ ଫିଚର୍ ଭେଟି ଦେବାକୁ ଯାଉଛି। ଏଥିରେ ୟୁଜର୍ସମାନେ ନିଜ ଫୋନ୍ ନମ୍ବରକୁ ଗୋପନ ରଖିପାରିବେ। ୟୁଜର୍ସମାନେ କଣ୍ଟାକ୍ଟରେ ଥିବା ବ୍ୟକ୍ତିଙ୍କଠାରୁ ନିଜ ଫୋନ୍ ନମ୍ୱରକୁ ଲୁଚାଇ ରଖିବାକୁ ଏହି ଫିଚର୍ରେ ଅପସନ୍ ରହିଛି। ହ୍ୱାଟସଆପ୍ର ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଭର୍ସନ୍ 2.22.17.23 ରେ […]