ବେପରୁଆ ଗାଡ଼ି ଚାଳକ ସାବଧାନ; ଜଗିବ IEMS

ଭୁବନେଶ୍ୱର-ପୁରୀ ରାସ୍ତାରେ ଆଉ ବର୍ତ୍ତିପାରିବେନି ବେପରୁଆ ଗାଡ଼ି ଚାଳକ ।

Manoj Swain
  • Published: Wednesday, 10 July 2024
  • Updated: 10 July 2024, 03:48 PM IST

Sports

Latest News

ଭୁବନେଶ୍ୱର-ପୁରୀ ରାସ୍ତାରେ ଆଉ ବର୍ତ୍ତିପାରିବେନି ବେପରୁଆ ଗାଡ଼ି ଚାଳକ । ନିଛାଟିଆ ସ୍ଥାନରେ ଜଗିଛି ପରିବହନ ବିଭାଗର ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS । ସିଧା ଉଲ୍ଲଘଂନକାରୀଙ୍କୁ ଧରୁଛି । ସବୁଠି ଏନଫୋର୍ସମେଣ୍ଟ ସ୍କ୍ୱାଡ ଜଗିବା ଅସମ୍ଭବ ହେଉଥିବାରୁ ଏବେ ଏ ସମସ୍ତ ସ୍ଥାନରେ ଜଗୁଛି ଟେକ୍ନୋଲୋଜି। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos