ରାଡାର ଧରିବ, କ୍ୟାମେରା ଉଠାଇ ନେବ || IEMS Installed to Monitor Traffic Violators || Odisha Reporter
Advertisment
ଭୁବନେଶ୍ୱର-ପୁରୀ ରାସ୍ତାରେ ଆଉ ବର୍ତ୍ତିପାରିବେନି ବେପରୁଆ ଗାଡ଼ି ଚାଳକ । ନିଛାଟିଆ ସ୍ଥାନରେ ଜଗିଛି ପରିବହନ ବିଭାଗର ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS । ସିଧା ଉଲ୍ଲଘଂନକାରୀଙ୍କୁ ଧରୁଛି । ସବୁଠି ଏନଫୋର୍ସମେଣ୍ଟ ସ୍କ୍ୱାଡ ଜଗିବା ଅସମ୍ଭବ ହେଉଥିବାରୁ ଏବେ ଏ ସମସ୍ତ ସ୍ଥାନରେ ଜଗୁଛି ଟେକ୍ନୋଲୋଜି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us