"ଡ୍ରାଇଭରଙ୍କ ପାଇଁ ଆସିଛି ସତ୍ବନ୍ତ୍ର ଆଇ ବ୍ଲିଙ୍ଗ୍ ସେନ୍ସର। ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଜରିଆରେ ତିଆରି ହୋଇଛି ଏହି ସେନ୍ସର। ନିଦ ଲାଗୁଥିଲେ ଆଲର୍ଟ ଦେବ ଆଉ ଆକ୍ଟିଭ୍ କରିଦେବ। ଗାଡି ଡ୍ରାଇଭିଂ କରୁଥିବା ବେଳେ ଆପଣଙ୍କୁ ଏହି ଚଷମା ପିନ୍ଧିବାକୁ ହେବ। ଚଷମା ବ୍ୟବହାର ଦ୍ୱାରା ନିଦ ଲାଗିଲେ ଆପେ ଆପେ ଗାଡି ଅଟକି ଯିବ ଏବଂ ସାଉଣ୍ଡ କରିବାକୁ ଲାଗିବ।Advertisment "