ଆଜିଠୁ ନୂଆ ରିଚାର୍ଜ ପ୍ଲାନ୍ ଲାଗୁ, ଜାଣନ୍ତୁ କେଉଁ ପ୍ଲାନରେ ବଢିଛି କେତେ ଟଙ୍କା

ଆଜିଠାରୁ ଏୟାରଟେଲ ଏବଂ ଜିଓର ନୂତନ ଶୁଳ୍କ ଲାଗୁ ହୋଇ ଥିବାବେଳେ Viର ନୂଆ ପ୍ଲାନ୍ ଆସନ୍ତାକାଲିଠାରୁ ଲାଗୁ ହେବ। 

Jio, Airtel, Vi

ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ

Debibandita Barick
  • Published: Wednesday, 03 July 2024
  • Updated: 03 July 2024, 03:24 PM IST

Sports

Latest News

ଆଜିଠାରୁ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ (Vi) ମୋବାଇଲ୍ ରିଚାର୍ଜ ପ୍ଲାନ୍ ମୂଲ୍ୟ ବୃଦ୍ଧି ପାଉଛି। ଉପଭୋକ୍ତାଙ୍କ ହ୍ରାସ ପାଇଥିବା ହାରାହାରି ରାଜସ୍ୱକୁ ସୁଦୃଢ କରିବା ପାଇଁ ରିଚାର୍ଜ ପ୍ଲାନ୍ ମୂଲ୍ୟ ବୃଦ୍ଧି କରା ଯାଇଥିବା ଟେଲିକମ୍ କମ୍ପାନୀଗୁଡ଼ିକ କହିଛନ୍ତି। କମ୍ପାନୀଗୁଡ଼ିକ କହିଛନ୍ତି ଯେ, ସଂଶୋଧିତ ମୋବାଇଲ୍ ଶୁଳ୍କ ଟେଲିକମ୍ ଅପରେଟରମାନଙ୍କୁ ସେମାନଙ୍କ ବ୍ୟବସାୟ ମଡେଲର ରାଜସ୍ୱ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ।

ତେବେ ଆଜିଠାରୁ ଏୟାରଟେଲ ଏବଂ ଜିଓର ନୂତନ ଶୁଳ୍କ ଲାଗୁ ହୋଇ ଥିବାବେଳେ Viର ନୂଆ ପ୍ଲାନ୍ ଆସନ୍ତାକାଲିଠାରୁ ଲାଗୁ ହେବ। କେଉଁ ସିମ୍ ରିଚାର୍ଜ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ, ଜାଣନ୍ତୁ...

ଏୟାରଟେଲ ନୂଆ ମୋବାଇଲ୍ ରିଚାର୍ଜ ପ୍ଲାନ୍

ପ୍ରିପେଡ୍ ମୋବାଇଲ୍ ପ୍ଲାନ୍

  • 199 ଟଙ୍କା ପ୍ଲାନ୍: ପୂର୍ବରୁ 179 ଟଙ୍କାରେ କରୁଥିବା ରିଚାର୍ଜ ପାଇଁ ଏବେ 199 ଟଙ୍କା ଦେବାକୁ ପଡ଼ିବ। ଏଥିରେ 28 ଦିନ ପାଇଁ 2 ଜିବି ଡାଟା, ଅନଲିମିଟେଡ୍ କଲିଂ, 100 SMS।
  • 509 ଟଙ୍କା ପ୍ଲାନ୍: ପୂର୍ବରୁ 455 ଟଙ୍କା ରିଚାର୍ଜ ପାଇଁ ଏବେ ଦେବାକୁ ପଡ଼ିବ 509 ଟଙ୍କା। ଏଥିରେ 6GB ଡାଟା, ଅନଲିମିଟେଡ୍ କଲିଂ, 84 ଦିନ ଭାଲିଡିଟି ସହ 100 SMS।
  • 1999 ଟଙ୍କା ପ୍ଲାନ୍: 1799 ଟଙ୍କା ରିଚାର୍ଜ ପ୍ଲାନକୁ 1999 ଟଙ୍କା ଦେବାକୁ ପଡ଼ିବ। ଏଥିରେ 24GB ଡାଟା, ଅନଲିମିଟେଡ୍ କଲିଂ, 365 ଦିନ 100 SMS।
  • 299 ଟଙ୍କା ପ୍ଲାନ୍: ପୂର୍ବରୁ 265 ଟଙ୍କା, ବର୍ତ୍ତମାନ 299 ଟଙ୍କା। 28 ଦିନର ଭ୍ୟାଲିଡିଟି ସହ ଦୈନିକ ଗୋଟିଏ ଜିବି ଡାଟା, ଅନଲିମିଟେଡ୍ କଲିଂ ଓ 100 SMS।
  • 349 ଟଙ୍କା ପ୍ଲାନ୍: 299 ଟଙ୍କାର ରିଚାର୍ଜ ପ୍ଲାନ୍ ଏବେ 349 ଟଙ୍କା ହୋଇଛି। ଦୈନିକ 1.5GB ଡାଟା, 100 SMS,ଅନଲିମିଟେଡ କଲିଂ 28 ଦିନର ଭ୍ୟାଲିଡିଟି।
  • 409 ଟଙ୍କା ପ୍ଲାନ୍: ଏହି ପ୍ଲାନ୍ ପୂର୍ବରୁ 359 ଟଙ୍କା ଥିଲା। 28 ଦିନର ଭ୍ୟାଲିଡିଟି ସହ ପ୍ରତିଦିନ 2.5GB ଡାଟା, ଅନଲିମିଟେଡ କଲିଂ, 100 SMS।
  • 449 ଟଙ୍କା ପ୍ଲାନ୍: 399 ଏବେ 449 ଟଙ୍କା। ଦୈନିକ 3GB ଡାଟା, ଅନଲିମିଟେଡ କଲିଂ, 100 SMS, 28 ଦିନ ଭ୍ୟାଲିଡିଟି।
  • 579 ଟଙ୍କା ପ୍ଲାନ୍: ପୂର୍ବରୁ 479 ଟଙ୍କା ଥିଲା। ଦୈନିକ 1.5 ଜିବି ଡାଟା, ଅନଲିମିଟେଡ କଲିଂ, 100 ଦିନ SMS, 56 ଦିନ ଭ୍ଯାଲିଡିଟି।
  • 649 ଟଙ୍କା ପ୍ଲାନ୍: ପୂର୍ବରୁ 549 ଟଙ୍କା ଥିଲା। 2GB ଡାଟା, ଅନଲିମିଟେଡ କଲିଂ, 100 SMS, 56 ଦିନ ଭ୍ଯାଲିଡିଟି।
  • 859 ଟଙ୍କା ପ୍ଲାନ୍: ପୂର୍ବରୁ 719 ଟଙ୍କା ଥିଲା। 1.5 ଜିବି ଡାଟା, ଅନଲିମିଟେଡ କଲିଂ, 100 SMS,84 ଦିନ ଭ୍ୟାଲିଡିଟି। 
  • 979 ଟଙ୍କା ପ୍ଲାନ୍: 839 ଟଙ୍କା ଥିଲା। 2 ଜିବି ଡାଟା, ଅନଲିମିଟେଡ କଲିଂ, 100 SMS, 84 ଦିନ ଭ୍ୟାଲିଡିଟି। 
  • 3599 ଟଙ୍କା ଯୋଜନା: ପୂର୍ବରୁ 2999 ଟଙ୍କା ଥିଲା। 2GB ଡାଟା, ଅନଲିମିଟେଡ କଲିଂ, 100 SMS, ଗୋଟିଏ ବର୍ଷ ଭ୍ୟାଲିଡିଟି।

ଏୟାରଟେଲ ମୋବାଇଲ୍ ପୋଷ୍ଟପେଡ୍ ପ୍ଲାନ୍

  • 449 ଟଙ୍କା ପ୍ଲାନ୍: 40GB ଡାଟା, ଅନଲିମିଟେଡ କଲିଂ, 100 SMS।
  • 549 ଟଙ୍କା ପ୍ଲାନ୍: 75GB ଡାଟା, ରୋଲଓଭର୍, ଅନଲିମିଟେଡ କଲିଂ, 100 SMS, ଏକ୍ସଷ୍ଟ୍ରିମ ପ୍ରିମିୟମ, ଡିଜନି+ହଟଷ୍ଟାର(12 ମାସ), ଆମାଜନ ପ୍ରାଇମ (6 ମାସ)।
  • 699 ଟଙ୍କା ଯୋଜନା: 105GB ଡାଟା, ଅନଲିମିଟେଡ କଲିଂ, 100 SMS, ଏକ୍ସଷ୍ଟ୍ରିମ ପ୍ରିମିୟମ, ଡିଜନି + ହଟଷ୍ଟାର (12 ମାସ), ଆମାଜନ ପ୍ରାଇମ (6 ମାସ) ଏବଂ 2 କନେକ୍ସନ୍ ସହ ୱିଙ୍କ ପ୍ରିମିୟମ।
  • 999 ଟଙ୍କା ପ୍ଲାନ୍: ରୋଲଓଭର, ଅନଲିମିଟେଡ କଲିଂ, 100 SMS, ଏକ୍ସଷ୍ଟ୍ରିମ ପ୍ରିମିୟମ, ଡିଜନି + ହଟଷ୍ଟାର (12 ମାସ), 4 କନେକ୍ସନ୍ ସହ ଆମାଜନ ପ୍ରାଇମ ଓ 190 ଜିବି ଡାଟା।

Jio ନୂତନ ମୋବାଇଲ୍ ରିଚାର୍ଜ ପ୍ଲାନ୍

ଜିଓ ମୋବାଇଲ୍ ପ୍ରିପେଡ୍ ପ୍ଲାନ୍

  • 189 ଟଙ୍କା ପ୍ଲାନ୍: ପୂର୍ବରୁ 155 ଟଙ୍କା ଥିଲା। 2GB ଡାଟା, ଅନଲମିଟେଡ କଲ୍ ଏବଂ 28 ଦିନ ଭ୍ୟାଲିଡିଟି ସହ SMS ସୁବିଧା। 
  • 249 ଟଙ୍କା ପ୍ଲାନ୍: ପୂର୍ବରୁ 209 ଟଙ୍କା। 1GB ଡାଟା, ଅନଲିମିଟେଡ କଲ୍ ଏବଂ 28 ଦିନ ଭ୍ୟାଲିଡିଟି ସହ SMS ସୁବିଧା। 
  • 299 ଟଙ୍କା ପ୍ଲାନ୍: ଏହି ପ୍ଲାନ୍ ପୂର୍ବରୁ 239 ଟଙ୍କା ଥିଲା। 1.5 ଜିବି ଡାଟା / ଦିନ, ଅନଲିମିଟେଡ କଲ୍ ଏବଂ 28 ଦିନ ଭ୍ୟାଲିଡିଟି ସହ SMS ସୁବିଧା। 
  • 349 ଟଙ୍କା ପ୍ଲାନ୍: 299ରୁ 349 ଟଙ୍କା ବଢିଛି। 2GB ଡାଟା ଅନଲିମିଟେଡ କଲ୍ ଏବଂ 28 ଦିନ ଭ୍ୟାଲିଡିଟି ସହ SMS ସୁବିଧା। 
  • 399 ଟଙ୍କା ପ୍ଲାନ୍: ପୂର୍ବରୁ 349 ଟଙ୍କା ପ୍ଲାନ୍ ଏବେ 399 ଟଙ୍କା ହୋଇଛି। 2.5GB ଡାଟା , ଅନଲିମିଟେଡ କଲ୍ ଏବଂ 28 ଦିନ ଭ୍ୟାଲିଡିଟି ସହ SMS ସୁବିଧା। 
  • 449 ଟଙ୍କା ପ୍ଲାନ୍: ପୂର୍ବରୁ 399 ଟଙ୍କା ଥିଲା। 3GB ଡାଟା, ଅନଲିମିଟେଡ କଲ୍ ଏବଂ 28 ଦିନ ଭ୍ୟାଲିଡିଟି ସହ SMS ସୁବିଧା। 

ଅନ୍ୟାନ୍ ଡାଟା ପ୍ଲାନ୍ ବିଷୟରେ ଜାଣିବା ପାଇଁ ଟେଲିକମ୍ ସର୍ଭିସ୍ ସେବା ଭିଜିଟ୍ କରନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story