Advertisment

ମୋବାଇଲ ଫାଟିଯିବ ନା କଣ !

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ସାରାଦେଶର ନାଗରିକମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି।

author-image
Manoj Swain

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ଏହି ମେସେଜ୍ ଦେଖି ଅନେକ ଲୋକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି। କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି। ପ୍ରକୃତରେ ଏହା ହେଉଛି ବିପର୍ଯ୍ୟୟ ଆଲର୍ମ। ଫୋନ୍‌ରେ ବାଜୁଛି ବିପର୍ଯ୍ୟୟ ଆଲର୍ମ। ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା। ସାରାଦେଶର ନାଗରିକମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି। 

Advertisment
Odisha