Advertisment

ଦରକାର ନାହିଁ ଡ୍ରାଇଭିଙ୍ଗ ଲାଇସେନ୍ସ!

ଆଜିଯାଏଁ ଘରୁ ବାହାରିବା ମାତ୍ରେ ଆପଣ ପ୍ରଥମେ ଚେକ କରୁଥିଲେ ଯେ ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ନେଇଛନ୍ତି ନା ନାହିଁ। କାରଣ ଭୁଲବଶତଃ ଯଦି ଡ୍ରାଇଭିଙ୍ଗ ଲାଇସେନ୍ସ ଘରେ ଛାଡ଼ିଦେଉଛନ୍ତି ତାହେଲେ କଥା ସରିଲା। ଅନେକ ସମୟରେ ତରବରରେ ଆମେ ଘରୁ ବାହାରିଯାଉ ଆଉ ଡ୍ରାଇଭିଙ୍ଗ ଲାଇସେନ୍ସ ସାଥିରେ ନେବାକୁ ଭୁଲିଯାଉ। ଏଭଳି ପରିସ୍ଥିତିରେ ଯଦି କୌଣସି ଟ୍ରାଫିକ ପୋଲିସ ଅଟକାଇଦେଲା ତାହେଲେ କଥାସରିଲା। କିନ୍ତୁ ଏବେ ଏସବୁ ଝାମେଲାରୁ ମିଳିବ ମୁକ୍ତି। କେମିତି ? ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ।

Odisha Reporter Driving Licence Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe