ହ୍ୱାଟ୍‌ସଆପ୍‌ର ନୂଆ ଫିଚର୍‌: ଏଣିକି ଲୁଚାଇ ପାରିବେ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ୱାଟ୍‌ସ୍‌ଆପ୍‌ ତା’ର ଗ୍ରାହକଙ୍କ ପାଇଁ ଏବେ ‘ମିଡିଆ ଭିଜିବିଲିଟି’ ନାମରେ ଏକ ନୂଆ ଫିଚର୍ ଆଣିଛି। ଏହି ଫିଚର୍‌ ସାହାଯ୍ୟରେ ୟୁଜର୍‌ ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଲୁଚାଇ ପାରିବେ। ମିଡିଆ ଭିଜିବିଲିଟି ଫିଚର୍‌କୁ କିପରି ବ୍ୟବହାର କରିବେ? ହ୍ୱାଟ୍‌ସଆପ୍‌ର ଏହି ନୂଆ ଫିଚର୍‌ଟି ଆଣ୍ଡ୍ରଏଡ୍‌ ବିଟା ଭର୍ସନ୨.୧୮.୧୯୫ରେ ଉପଲବ୍ଧ ହେବ। ଏହା ମୋବାଇଲ୍‌ ଗ୍ୟାଲେରୀକୁ କଣ୍ଟ୍ରୋଲ୍‌ କରିବ। ଯାହା ଦ୍ୱାରା ଆପଣ ମୋବାଇଲ୍‌ ଗ୍ୟାଲେରୀରେ ଥିବା ଫଟୋ […]

whatsapp

whatsapp

Abinash Pati
  • Published: Saturday, 15 September 2018
  • Updated: 15 September 2018, 04:38 AM IST

Sports

Latest News

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ୱାଟ୍‌ସ୍‌ଆପ୍‌ ତା'ର ଗ୍ରାହକଙ୍କ ପାଇଁ ଏବେ 'ମିଡିଆ ଭିଜିବିଲିଟି’ ନାମରେ ଏକ ନୂଆ ଫିଚର୍ ଆଣିଛି। ଏହି ଫିଚର୍‌ ସାହାଯ୍ୟରେ ୟୁଜର୍‌ ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଲୁଚାଇ ପାରିବେ।

ମିଡିଆ ଭିଜିବିଲିଟି ଫିଚର୍‌କୁ କିପରି ବ୍ୟବହାର କରିବେ?

ହ୍ୱାଟ୍‌ସଆପ୍‌ର ଏହି ନୂଆ ଫିଚର୍‌ଟି ଆଣ୍ଡ୍ରଏଡ୍‌ ବିଟା ଭର୍ସନ୨.୧୮.୧୯୫ରେ ଉପଲବ୍ଧ ହେବ। ଏହା ମୋବାଇଲ୍‌ ଗ୍ୟାଲେରୀକୁ କଣ୍ଟ୍ରୋଲ୍‌ କରିବ। ଯାହା ଦ୍ୱାରା ଆପଣ ମୋବାଇଲ୍‌ ଗ୍ୟାଲେରୀରେ ଥିବା ଫଟୋ ଓ ଭିଡିଓକୁ ଅନ୍ୟମାନଙ୍କଠାରୁ ଲୁଚାଇ ପାରିବେ।

ଏହା କିପରି କରିବେ ଜାଣନ୍ତୁ-

  • ଏଥିପାଇଁ ଫୋନ୍‌ରେ ଥିବା ଯେ କୌଣସି କଣ୍ଟାକ୍ଟର ଚ୍ୟାଟ୍‌ ଭିଡିଓକୁ ଯାଆନ୍ତୁ।
  • ଏହାପରେ ଉପରେ ଦିଆଯାଇଥିବା ଟପ୍‌ ରାଇଟ୍‌ କୋଣରେ କ୍ଲିକ୍‌ କରି View Contact ଉପରେ କ୍ଲିକ୍‌ କରନ୍ତୁ।
  • ଏଠାରେ ଆପଣଙ୍କୁ କଷ୍ଟମ୍‌ ନୋଟିଫିକେସନ୍‌ ତଳେ ହ୍ୱାଟ୍‌ସଆପ୍‌ର ନୂଆ ଫିଚର୍‌ ମିଡିଆ ଭିଜିବିଲ୍‌ଟ ବିକଳ୍ପ ମିଳିଯିବ।
  • ଏହି ବିକଳ୍ପକୁ ବ୍ୟବହାର କରି ଆପଣ ନିଜ ଫୋନ୍‌ରେ ଥିବା ଫଟୋ ଓ ଭିଡିଓକୁ ହାଇଡ୍‌ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story