Advertisment

ବିନା ପେଟ୍ରୋଲ୍‌ରେ ଚାଲିବ ଏହି ସ୍ମାର୍ଟ ଦେଶୀ ବାଇକ୍‌

ବେଙ୍ଗାଲୁରୁ: ଦେଶରେ ପେଟ୍ରୋଲ୍ ଦର ହୁ ହୁ ହୋଇ ବଢ଼ୁଛି। ଆଉ ପେଟ୍ରୋଲ୍‌ ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ଗ୍ରାହକମାନେ ଇଲେକ୍ଟ୍ରିକ୍‌ ବାଇକ୍‌କୁ କିଣିବାକୁ ପସନ୍ଦ କଲେଣି। ତେଣୁ ଧୀରେ ଧୀରେ ଇଲେକ୍ଟ୍ରିକ୍‌ ବାଇକ୍‌ର ଡିମାଣ୍ଡ୍‌ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ବେଙ୍ଗାଲୁରୁର ଅଲ୍‌ଟ୍ରାଭାଓଲେଟ୍‌ ଅଟୋମୋଟିଭ୍‌ (Ultraviolette Automotive) କମ୍ପାନୀ ନିଜର ନୂଆ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଏଥିପାଇଁ କମ୍ପାନୀ ଟିଭିଏସ୍‌ କମ୍ପାନୀ ସହ ମିଶି ଏହାର ଟେକ୍ନୋଲୋଜି ଓ ଡିଜାଇନ୍‌ ଉପରେ […]

ଅଦ୍ୟତନ ହୋଇଛି
ବିନା ପେଟ୍ରୋଲ୍‌ରେ ଚାଲିବ ଏହି ସ୍ମାର୍ଟ ଦେଶୀ ବାଇକ୍‌

bike-2

Advertisment

ବେଙ୍ଗାଲୁରୁ: ଦେଶରେ ପେଟ୍ରୋଲ୍ ଦର ହୁ ହୁ ହୋଇ ବଢ଼ୁଛି। ଆଉ ପେଟ୍ରୋଲ୍‌ ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ଗ୍ରାହକମାନେ ଇଲେକ୍ଟ୍ରିକ୍‌ ବାଇକ୍‌କୁ କିଣିବାକୁ ପସନ୍ଦ କଲେଣି। ତେଣୁ ଧୀରେ ଧୀରେ ଇଲେକ୍ଟ୍ରିକ୍‌ ବାଇକ୍‌ର ଡିମାଣ୍ଡ୍‌ ବଢ଼ିବାରେ ଲାଗିଛି।

Advertisment

ଏପରି ସ୍ଥିତିରେ ବେଙ୍ଗାଲୁରୁର ଅଲ୍‌ଟ୍ରାଭାଓଲେଟ୍‌ ଅଟୋମୋଟିଭ୍‌ (Ultraviolette Automotive) କମ୍ପାନୀ ନିଜର ନୂଆ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଏଥିପାଇଁ କମ୍ପାନୀ ଟିଭିଏସ୍‌ କମ୍ପାନୀ ସହ ମିଶି ଏହାର ଟେକ୍ନୋଲୋଜି ଓ ଡିଜାଇନ୍‌ ଉପରେ କାମ କରୁଛି। ଏହାର ଡିଜାଇନ୍‌ ସମ୍ପୂର୍ଣ୍ଣ ହୋଇ ନଥିଲେ ବି ଏହାର ଏକ ରଫ୍‌ ଫିଗର୍ ମିଡିଆକୁ ଆସିଛି।

[caption id="attachment_267173" align="alignnone" width="750"]publive-image photo credit-Ultraviolette[/caption]

Advertisment

ଖବର ଅନୁସାରେ, ଏହି ବାଇକ୍‌ଟି ୨୦୧୯ରେ ଭାରତରେ ଲଞ୍ଚ୍‌ ହେବ। ଏଥିରେ ଆଧୁନିକ ସ୍ମାର୍ଟ୍‌ ଫିଚର୍ସ ସହିତ  ପ୍ରିଭେଣ୍ଟିଭ୍‌ ମେଣ୍ଟେନାନ୍ସ ରାଇଡ୍‌ କଷ୍ଟମାଇଜେସନ୍ ଓ ବୋର୍ଡ୍‌  ଡାଏଗ୍ନୋଷ୍ଟିକ୍‌ ଭଳି ଫିଚର୍ସ ଦିଆଯିବ।

ଏହି ବାଇକ୍‌ର ମୂଲ୍ୟ କେତେ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳି ନଥିବା ବେଳେ ଏହା ଗ୍ରାହକଙ୍କୁ ସୁହାଇଲା ଭଳି ରହିବ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe