ପୁଣି ଲକ୍ଷେ ଟଙ୍କିଆ କାର୍‌ ତିଆରି କରିବ ଟାଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିମ୍ନ ମଧ୍ୟବିତ୍ତ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ‘ନାନୋ’ କାର୍ ତିଆରି କରି ଟାଟା କମ୍ପାନୀ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା। ଟାଟାର ଏହି ‘ନାନୋ’ କାର୍‌ ହିଁ ଥିଲା ଦେଶର ସବୁଠାରୁ ଛୋଟ ଓ ଶସ୍ତା କାର୍‌। ସେତେବେଳେ ଏହି କାର୍‌କୁ ଗ୍ରାହକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ସୂଚନା ମିଳିଛି ଯେ ଟାଟା କମ୍ପାନୀ ପୁଣିଥରେ ‘ନାନୋ’ ଭଳି ଅନ୍ୟ ଏକ ଛୋଟ କାର୍‌ ତିଆରି କରିବା ଯୋଜନାକୁ ତ୍ୱରାନ୍ୱିତ କରିଛି। […]

car

car

Abinash Pati
  • Published: Monday, 17 September 2018
  • Updated: 17 September 2018, 11:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିମ୍ନ ମଧ୍ୟବିତ୍ତ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି 'ନାନୋ' କାର୍ ତିଆରି କରି ଟାଟା କମ୍ପାନୀ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା। ଟାଟାର ଏହି 'ନାନୋ' କାର୍‌ ହିଁ ଥିଲା ଦେଶର ସବୁଠାରୁ ଛୋଟ ଓ ଶସ୍ତା କାର୍‌। ସେତେବେଳେ ଏହି କାର୍‌କୁ ଗ୍ରାହକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।

[caption id="attachment_276811" align="aligncenter" width="1062"] ଜପଦୂଦ-samacharnama.com[/caption]

ଏବେ ସୂଚନା ମିଳିଛି ଯେ ଟାଟା କମ୍ପାନୀ ପୁଣିଥରେ 'ନାନୋ' ଭଳି ଅନ୍ୟ ଏକ ଛୋଟ କାର୍‌ ତିଆରି କରିବା ଯୋଜନାକୁ ତ୍ୱରାନ୍ୱିତ କରିଛି। ଏହି ନୂଆ କାର୍‌ର ମୂଲ୍ୟ ମଧ୍ୟ ଏକ ଲକ୍ଷ ଟଙ୍କାରୁ ଆରମ୍ଭ ହେବ। କାର୍‌ର ନାଁ 'ମେଗାପିକ୍ସେଲ୍‌' ରଖାଯିବ ଏବଂ ଏହା ଆସନ୍ତା ବର୍ଷ ଭାରତୀୟ ବଜାରରେ ଲଞ୍ଚ୍‌ ହେବାର ସମ୍ଭାବନା ରହିଛି।

[caption id="attachment_276812" align="aligncenter" width="1064"] photo-samacharnama.com[/caption]

ସୂଚନାନୁସାରେ,ଏହି ମେଗାପିକ୍ସେଲ୍‌ କାର୍‌ରେ ୧.୨ ଲିଟର୍‌ ବିଶିଷ୍ଟ ୪ଟି ସିଲିଣ୍ଡର୍‌ ଇଞ୍ଜିନ୍‌ ରହିବ। ଏହି ଇଞ୍ଜିନ୍‌ ୩୦ ବିଏଚ୍‌ପି ପାୱାର୍‌ ଜେନେରେଟ୍‌ କରିବ। କୁହାଯାଉଛି ଯେ ଏହି କାର୍‌ଟି ମାନୁଆଲ୍‌ ଓ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ ଅପ୍‌ସନ୍‌ ସହିତ ଲଞ୍ଚ୍ ହେବ। ଏହା ଘଣ୍ଟାପ୍ରତି ସ୍ପିଡ୍‌ ୧୦୦ କିମି ଯାଏ ରହିବ।

[caption id="attachment_276813" align="aligncenter" width="1064"]tata car photo-samacharnama.com[/caption]

ମିଳିଥିବା ଖବର ଅନୁସାରେ, ଏହି ମେଗାପିକ୍ସେଲ୍‌ କାର୍‌ର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୪ ଲକ୍ଷ ଟଙ୍କା ଯାଏ ରହିବ। ଏହା ଏକ ବିଦ୍ୟୁତ୍‌ ଚାଳିତ କାର୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story