Advertisment

ଏଗାଡି ବ୍ୟାଟେରୀରେ ଦୌଡୁଛି, ପେଟ୍ରୋଲରେ ବି ଚାଲୁଛି

ଆପଣଙ୍କ ଗାଡ଼ିକୁ ପେଟ୍ରୋଲ ସହ ବ୍ୟାଟେରୀରେ ବି ଚଳାଇପାରିବେ। ଭଙ୍ଗା ଗାଡ଼ି ବି ଦୌଡୁଛି। ୪୦ କିଲୋମିଟର ବେଗରେ ଯାଉଛି। ଓଡ଼ିଆ ପୁଅ କଲେ ଏମିତି ଆବିଷ୍କାର। ମାତ୍ର ୪୦ ହଜାର ଖର୍ଚ୍ଚ କଲେ ପୁରୁଣା ଗାଡ଼ି ବ୍ୟାଟେରୀରେ ଚାଲୁଛି।

author-image
Debendra Prusty

ଆପଣଙ୍କ ଗାଡ଼ିକୁ ପେଟ୍ରୋଲ ସହ ବ୍ୟାଟେରୀରେ ବି ଚଳାଇପାରିବେ। ଭଙ୍ଗା ଗାଡ଼ି ବି ଦୌଡୁଛି। ୪୦ କିଲୋମିଟର ବେଗରେ ଯାଉଛି। ଓଡ଼ିଆ ପୁଅ କଲେ ଏମିତି ଆବିଷ୍କାର। ମାତ୍ର ୪୦ ହଜାର ଖର୍ଚ୍ଚ କଲେ ପୁରୁଣା ଗାଡ଼ି ବ୍ୟାଟେରୀରେ ଚାଲୁଛି।

Advertisment
Battery Odisha Petroleum