ଏଗାଡି ବ୍ୟାଟେରୀରେ ଦୌଡୁଛି, ପେଟ୍ରୋଲରେ ବି ଚାଲୁଛି | Petrol Cum Battery Bike | Odisha Reporter
Advertisment
ଆପଣଙ୍କ ଗାଡ଼ିକୁ ପେଟ୍ରୋଲ ସହ ବ୍ୟାଟେରୀରେ ବି ଚଳାଇପାରିବେ। ଭଙ୍ଗା ଗାଡ଼ି ବି ଦୌଡୁଛି। ୪୦ କିଲୋମିଟର ବେଗରେ ଯାଉଛି। ଓଡ଼ିଆ ପୁଅ କଲେ ଏମିତି ଆବିଷ୍କାର। ମାତ୍ର ୪୦ ହଜାର ଖର୍ଚ୍ଚ କଲେ ପୁରୁଣା ଗାଡ଼ି ବ୍ୟାଟେରୀରେ ଚାଲୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us