Advertisment

ବଜାରକୁ ଆସିଲା ୧୯ ମେଗାପିକ୍ସେଲ୍‌ କ୍ୟାମେରା ସହିତ Sony Xperia XZ3

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଅଗଷ୍ଟ ୩୦ ତାରିଖରେ ସୋନୀ ଟେକ୍‌ କମ୍ପାନୀ ନିଜର ନୂଆ ଫ୍ଲେଗ୍‌ଶିପ୍‌ ସ୍ମାର୍ଟ ଫୋନ୍‌ xperia xz3କୁ ଲଞ୍ଚ୍‌ କରିସାରିଛି।  ଏହି ଫୋନ୍‌ଟି xperia xz2ର ଅପ୍‌ଗ୍ରେଡ୍‌ ଭର୍ସନ୍। ଯଦି ଆପଣ ଏହି ଫୋନ୍‌ କିଣିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଏହାର ସୁବିଧା ବିଷୟରେ ଜାଣିରଖନ୍ତୁ। ଖାସ୍‌ ଫିଚର୍ ଏହି ସ୍ମାର୍ଟ ଫୋନ୍‌ର ଡୁଆଲ୍‌ ସିମ୍‌ରେ ଦୁଇଟି ବିକଳ୍ପ ଦିଆଯାଇଛି। ଏଥିରେ ୬ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍‌ ଓଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି। ଯାହାର ଏସ୍‌ପେକ୍ଟ […]

ବଜାରକୁ ଆସିଲା ୧୯ ମେଗାପିକ୍ସେଲ୍‌ କ୍ୟାମେରା ସହିତ Sony Xperia XZ3

sony

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଅଗଷ୍ଟ ୩୦ ତାରିଖରେ ସୋନୀ ଟେକ୍‌ କମ୍ପାନୀ ନିଜର ନୂଆ ଫ୍ଲେଗ୍‌ଶିପ୍‌ ସ୍ମାର୍ଟ ଫୋନ୍‌ xperia xz3କୁ ଲଞ୍ଚ୍‌ କରିସାରିଛି।  ଏହି ଫୋନ୍‌ଟି xperia xz2ର ଅପ୍‌ଗ୍ରେଡ୍‌ ଭର୍ସନ୍। ଯଦି ଆପଣ ଏହି ଫୋନ୍‌ କିଣିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଏହାର ସୁବିଧା ବିଷୟରେ ଜାଣିରଖନ୍ତୁ।

Advertisment

[caption id="attachment_270802" align="alignnone" width="1091"]sony3 photo-phonearena.com[/caption]

ଖାସ୍‌ ଫିଚର୍

  • ଏହି ସ୍ମାର୍ଟ ଫୋନ୍‌ର ଡୁଆଲ୍‌ ସିମ୍‌ରେ ଦୁଇଟି ବିକଳ୍ପ ଦିଆଯାଇଛି। ଏଥିରେ ୬ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍‌ ଓଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି। ଯାହାର ଏସ୍‌ପେକ୍ଟ ରେସିଓ ୧୮:୯ ରହିଛି।
  • ମୋବାଇଲ୍‌ ସ୍କ୍ରିନ୍‌ର ସୁରକ୍ଷା ପାଇଁ ଏହି ସ୍ମାର୍ଟ ଫୋନ୍‌ରେ କର୍ଣ୍ଣିଙ୍ଗ୍‌ ଗରିଲା ଗ୍ଲାସ୍‌-୫ ଦିଆଯାଇଛି।
  • ସ୍ନାପ୍‌ଡ୍ରାଗନ୍‌ ୮୪୫ ପ୍ରୋସେସର୍‌, ୪ଜିବି ରାମ୍‌ ୬୪ ଜିବି ଷ୍ଟୋରେଜ୍‌ ସିଷ୍ଟମ୍‌ ମଧ୍ୟ ରହିଛି।
  • ମାଇକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ xperia xz3ର ଷ୍ଟୋରେଜ୍‌ ସିଷ୍ଟମ୍‌କୁ ୫୧୨ ଜିବି ପର୍ଯ୍ୟନ୍ତ ମଧ୍ୟ ଆପଣ ବଢ଼ାଇ ପାରିବେ।
  • ଏଫ୍‌/୨.୦ ଅପର୍‌ଚର୍ ସହିତ ଏଥିର ଏକ୍ସମୋର୍‌ ଆର୍‌ଏସ୍‌ ସେନ୍‌ସର୍ ଯୁକ୍ତ ୧୯ ମେଗା ପିକ୍ସେଲ୍‌ର ରିୟର୍‌ କ୍ୟାମେରା ମଧ୍ୟ ରହିଛି। ଏଥିରେ ସ୍ଲୋ ମୋସନ୍‌ ଏଚ୍‌ଡି ଓ ଏଫ୍‌ଏଚ୍‌ଡି ଭିଡିଓ ଶୁଟ୍‌ ମଧ୍ୟ ରାଯାଇପାରିବ।
  • ଏହି ଫୋନ୍‌ରେ  ୨୩ ଏମ୍‌ଏମ୍‌ ୱାଇଡ୍‌ ଆଙ୍ଗଲ୍ ଲେନ୍ସ ସହିତ ୧୨ ମେଗା ପିକ୍ସେଲ୍‌ ସେଲ୍‌ଫି କ୍ୟାମେରା ମଧ୍ୟ ଦିଆଯାଇଛି।
  • ୩,୩୩୦ ଏମ୍‌ଏଏଚ୍‌ର ବ୍ୟାଟେରୀ ପାୱାର୍‌ ଦିଆଯାଇଛି, ଯାହା କ୍ୱିକ୍‌ ୩.୦କୁ ସପୋର୍ଟ କରିବ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe