‘କାହିଁକି’ ଜଣେ କଲ୍ କରିଛି କହିବ ଟ୍ରୁକଲର

ନୂଆଦିଲ୍ଲୀ: ଜଣେ କାହିଁକି ଆପଣଙ୍କୁ ଫୋନ୍ କରିଛି ଆପଣ ପ୍ରାୟତଃ ଏ ବାବଦରେ ଜାଣିନଥିବେ। ହେଲେ ଏବେ ଫୋନ୍ କଲ୍ ରିସିଭ୍ କରିବା ପୂର୍ବରୁ ଜଣାପଡ଼ିବ। ଏଥିପାଇଁ ଲୋକପ୍ରିୟ ଆପ୍ସ ଟ୍ରୁ କଲର ଏକ ଆପ୍ ଆଣୁଛି। ଯାହାକି ଫୋନ୍ ଆସିବାର କାରଣ କହିବ। ନୂଆବର୍ଷରେ ଟ୍ରୁକଲର ଏଭଳି ଏକ ଆପସ ଆଣିବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଏହି କମ୍ପାନୀ ଅଜଣା ଲୋକଙ୍କ ପରିଚୟ ବା ନାମ କହିଥାଏ। ଯାହାକି ଜଣେ ମୋବାଇଲ୍ ଫୋନ୍ ଗ୍ରାହକଙ୍କୁ କଲର […]

true-caller

true-caller

Subhransu Sekhar
  • Published: Thursday, 10 December 2020
  • Updated: 10 December 2020, 06:23 PM IST

Sports

Latest News

ନୂଆଦିଲ୍ଲୀ: ଜଣେ କାହିଁକି ଆପଣଙ୍କୁ ଫୋନ୍ କରିଛି ଆପଣ ପ୍ରାୟତଃ ଏ ବାବଦରେ ଜାଣିନଥିବେ। ହେଲେ ଏବେ ଫୋନ୍ କଲ୍ ରିସିଭ୍ କରିବା ପୂର୍ବରୁ ଜଣାପଡ଼ିବ। ଏଥିପାଇଁ ଲୋକପ୍ରିୟ ଆପ୍ସ ଟ୍ରୁ କଲର ଏକ ଆପ୍ ଆଣୁଛି। ଯାହାକି ଫୋନ୍ ଆସିବାର କାରଣ କହିବ। ନୂଆବର୍ଷରେ ଟ୍ରୁକଲର ଏଭଳି ଏକ ଆପସ ଆଣିବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଏହି କମ୍ପାନୀ ଅଜଣା ଲୋକଙ୍କ ପରିଚୟ ବା ନାମ କହିଥାଏ। ଯାହାକି ଜଣେ ମୋବାଇଲ୍ ଫୋନ୍ ଗ୍ରାହକଙ୍କୁ କଲର ବାବଦରେ ଜଣାପଡ଼ିଥାଏ।

ଟ୍ରୁ କଲରର ପ୍ରତିଷ୍ଠାତା ଆଲାନ୍ ମମେଦି ମଧ୍ୟ ଏହି ଖବର ଉପରେ ମୋହର ମାରିଛନ୍ତି। ଆସନ୍ତାବର୍ଷ ଟ୍ରୁ କଲର ଏହି ସେବା ଯୋଗାଇଦେବ ବୋଲି କହିଛି। ଏହି ସେବା ଆରମ୍ଭ ହେଲେ ମୁଖ୍ୟତଃ ଡେଲିଭରୀ କମ୍ପାନୀ, ବ୍ୟବସାୟିକ କଲ୍, କ୍ୟାବ କମ୍ପାନୀ, ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥାର କଲକୁ ରିସିଭ୍ କରିବା ସୁବିଧା ହେବ।

ତେବେ ଟ୍ରୁକଲରର ଏହି ନୂଆ ଫିଚର ଆରମ୍ଭ କରିବା ପୂର୍ବରୁ ଗୁଗୁଲ ମଧ୍ୟ ସମାନ ଫିଚର ସହିତ କାମ କରୁଛି। ତେଣୁ ଆଗାମୀ ଦିନରେ ଆମେରିକାନ କମ୍ପାନୀ ଗୁଗୁଲ ଏବଂ ସ୍ୱଜିରଲ୍ୟାଣ୍ଡର ଟ୍ରୁ କଲର ମଧ୍ୟ ବ୍ୟବସାୟିକ ଟକ୍କର ଜୋରଦାର ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story