ବିନା ଇଣ୍ଟରନେଟରେ ହେବ ଭିଡିଓ ଷ୍ଟ୍ରିମିଂ। ଏଣିକି ବିନା ଇଣ୍ଟରନେଟରେ ମୋବାଇଲରେ ଲାଇଭ୍ ଭିଡିଓ ଦେଖିପାରିବେ। ସେହିଭଳି ଟିଭି ଦେଖିହେବ, ମୋବାଇଲରେ ଭିଡିଓ କଣ୍ଟେଣ୍ଟ ବି ଚାଲିବ। ହଁ ଆଜ୍ଞା ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଖୁବଶୀଘ୍ର ଏହି ସେବା ଆପଣଙ୍କ ହାତପାହାନ୍ତାରେ ପହଞ୍ଚିବ। ଏନେଇ କେନ୍ଦ୍ର ସରକାର କାମ ଆରମ୍ଭ କରି ଦେଇଛନ୍ତି। ଆସନ୍ତାବର୍ଷ ଏହା କାର୍ଯ୍ୟକାରୀ ହେବ। ଦେଶର ୧୯ଟି ସହରରେ ହେବ ପରୀକ୍ଷଣ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Technology
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Technology
ଭାରତରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ, କ'ଣ ରହିଛି ଫିଚର୍ସ?
ଆଜି ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଏହି ପ୍ଲାଣ୍ଟରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ।
Technology
ଗୁଜରାଟରେ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ ଉଦଘାଟନ କଲେ ଭାରତ ଓ ସ୍ପେନ୍ ପ୍ରଧାନମନ୍ତ୍ରୀ
ସ୍ପେନ୍ ଏୟାରବସ୍ ସହଯୋଗରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ।