Advertisment

ବିନା ଇଣ୍ଟରନେଟରେ ଦେଖିପାରିବେ ଭିଡିଓ !

ଏଣିକି ବିନା ଇଣ୍ଟରନେଟରେ ମୋବାଇଲରେ ଲାଇଭ୍ ଭିଡିଓ ଦେଖିପାରିବେ। ଦେଶର ୧୯ଟି ସହରରେ ହେବ ପରୀକ୍ଷଣ।

author-image
Manoj Swain

ବିନା ଇଣ୍ଟରନେଟରେ ହେବ ଭିଡିଓ ଷ୍ଟ୍ରିମିଂ। ଏଣିକି ବିନା ଇଣ୍ଟରନେଟରେ ମୋବାଇଲରେ ଲାଇଭ୍ ଭିଡିଓ ଦେଖିପାରିବେ। ସେହିଭଳି ଟିଭି ଦେଖିହେବ, ମୋବାଇଲରେ ଭିଡିଓ କଣ୍ଟେଣ୍ଟ ବି ଚାଲିବ। ହଁ ଆଜ୍ଞା ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଖୁବଶୀଘ୍ର ଏହି ସେବା ଆପଣଙ୍କ ହାତପାହାନ୍ତାରେ ପହଞ୍ଚିବ। ଏନେଇ କେନ୍ଦ୍ର ସରକାର କାମ ଆରମ୍ଭ କରି ଦେଇଛନ୍ତି। ଆସନ୍ତାବର୍ଷ ଏହା କାର୍ଯ୍ୟକାରୀ ହେବ। ଦେଶର ୧୯ଟି ସହରରେ ହେବ ପରୀକ୍ଷଣ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Internet Mobile Ministry Of Information And Broadcasting