୪ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚତୁର୍ଥ ପାଳିର ୨ ବର୍ଷ ପୂରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ବିଭାଗର ସମୀକ୍ଷା କରିଛନ୍ତି। ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀମାନେ ନିଜ ନିଜ ବିଭାଗର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ୨ ବର୍ଷ ମଧ୍ୟରେ ଏହି ବିଭାଗଗୁଡିକ କେତେ ସଫଳତା ପାଇଛନ୍ତି, ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇଛି ନା ନାହିଁ ସେ […]

cmnaveen

cmnaveen

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 04:00 PM IST

Sports

Latest News

ଭୁବନେଶ୍ୱର: ଚତୁର୍ଥ ପାଳିର ୨ ବର୍ଷ ପୂରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ବିଭାଗର ସମୀକ୍ଷା କରିଛନ୍ତି। ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀମାନେ ନିଜ ନିଜ ବିଭାଗର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

୨ ବର୍ଷ ମଧ୍ୟରେ ଏହି ବିଭାଗଗୁଡିକ କେତେ ସଫଳତା ପାଇଛନ୍ତି, ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇଛି ନା ନାହିଁ ସେ ସମ୍ପର୍କରେ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଆଗକୁ ଅନ୍ୟ ବିଭାଗ ଗୁଡିକର ସମୀକ୍ଷା କରାଯିବ। ଏହି ସମୀକ୍ଷା ସରିବା ପରେ ଜୁନ ଦ୍ୱିତୀୟ ସପ୍ତାହକୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ବହୁ ସଫଳତା ପାଇଛନ୍ତି। ଭୁବନେଶ୍ୱର ଏକ ନମ୍ବର ସ୍ମାର୍ଟ ସିଟି ହୋଇଛି। ପୂର୍ବାଞ୍ଚଳର ସବୁଠାରୁ ସ୍ୱଚ୍ଛ ସହର, ୧୦୦ ଆହାର କେନ୍ଦ୍ର, ସହରାଞ୍ଚଳରେ ନୂଆ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା, ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍‌ ବିଲ୍‌ ୨୦୧୬କୁ ଅନୁମୋଦନ ହେଉଛି ମୋ ସରକାରଙ୍କ ସଫଳତା।”

ବୈଠକରେ ପ୍ରତି ବ୍ଲକରେ ଆଇଟିଆଇ ଓ ପ୍ରତି ପଞ୍ଚାୟତରେ ଯୁବକ, ଯୁବତୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବିଭାଗଗୁଡିକୁ ପୁଣି କିଛି ନୂଆ ଟାର୍ଗେଟ ଦେଇଥିବା ଜଣାପଡିଛି।

ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, “ଆଗାମୀ ୩ ବର୍ଷରେ ସହରାଞ୍ଚଳକୁ ଆହୁରି ଅଧିକ ଗୁରୁତ୍ୱ ଦିଆଯିବ। ବିଶେଷ କରି ସବୁ ଲୋକଙ୍କୁ କିପରି ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ ତାହା ଉପରେ ଦୃଷ୍ଟି ଦେବୁ। ଅନ୍ୟ ସହରଗୁଡିକରେ ଥିବା ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେବୁ।”

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, “ଚଳିତବର୍ଷ ଆଉ ୭୩ଟି ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଶେଷ ହେବ। ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରାଯାଇ ନିଯୁକ୍ତି ଦିଆଯିବାକୁ ବ୍ୟାପକ ପଦକ୍ଷେପ ନିଆଯାଉଛି।”

ନବୀନ ପ୍ରାୟତଃ ପ୍ରତି ୨ ବର୍ଷରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ହେବ କି ନ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ କଥା। ଦଳର ଏଜେଣ୍ଡା ଅନୁସାରେ ଯେଉଁମାନେ କାମ କରି ନ ଥିବେ ତାଙ୍କୁ ବଦଳା ଯିବ କି ନାହିଁ ମୁଖ୍ୟମନ୍ତ୍ରୀ ତା’ର ବିଚାର କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story