୮୫୨ ଜିଲ୍ଲା ପରିଷଦ ଜୋନ୍‌ ପାଇଁ କଂଗ୍ରେସର ଟିକେଟ୍‌ ବଣ୍ଟନ ଶେଷ

ଭୁବନେଶ୍ୱର: ୮୫୨ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୟନ ଶେଷ ହୋଇଛି ଓ ଟିକେଟ୍ ମଧ୍ୟ ବଣ୍ଟା ସରିଛି। ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରାର୍ଥୀମାନେ ହିଁ ଦଳର ମୁଖ୍ୟ ପ୍ରଚାରକ। ପ୍ରାର୍ଥୀମାନେ ଆମର ପ୍ରଚାର କରିବେ। ସେମାନେ ଭୋଟରଙ୍କ ସୁଖଦୁଃଖ ଓ ଭଲ ମନ୍ଦରେ ସବୁବେଳେ ସାଥିରେ ରହିବେ। ଯେଉଁ ଚଳଚ୍ଚିତ୍ର ତାରକାମାନଙ୍କୁ  ଅନ୍ୟ ଦଳ ପକ୍ଷରୁ  ପ୍ରଚାର କାର୍ଯ୍ୟରେ ଲଗାଯାଉଛି ସେମାନେ […]

congress

congress

Rakesh Mallick
  • Published: Sunday, 15 January 2017
  • Updated: 01 February 2017, 04:34 PM IST

Sports

Latest News

ଭୁବନେଶ୍ୱର: ୮୫୨ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୟନ ଶେଷ ହୋଇଛି ଓ ଟିକେଟ୍ ମଧ୍ୟ ବଣ୍ଟା ସରିଛି। ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପ୍ରାର୍ଥୀମାନେ ହିଁ ଦଳର ମୁଖ୍ୟ ପ୍ରଚାରକ। ପ୍ରାର୍ଥୀମାନେ ଆମର ପ୍ରଚାର କରିବେ। ସେମାନେ ଭୋଟରଙ୍କ ସୁଖଦୁଃଖ ଓ ଭଲ ମନ୍ଦରେ ସବୁବେଳେ ସାଥିରେ ରହିବେ। ଯେଉଁ ଚଳଚ୍ଚିତ୍ର ତାରକାମାନଙ୍କୁ  ଅନ୍ୟ ଦଳ ପକ୍ଷରୁ  ପ୍ରଚାର କାର୍ଯ୍ୟରେ ଲଗାଯାଉଛି ସେମାନେ ଭୋଟ ପୂର୍ବରୁ ନ ଥାଆନ୍ତି କି ଭୋଟ ପରେ ରହିବେ ନାହିଁ। ସେମାନେ ଲୋକଙ୍କ ସୁଖଦୁଃଖରେ ଭଲ ମନ୍ଦରେ ରହିବେ ନାହିଁ।  ପ୍ରାର୍ଥୀ ହେଉଛନ୍ତି ଭୋଟର ମାନଙ୍କର ପ୍ରକୃତର ସାଥୀ, ସହାୟକ ଓ ସେବକ, ଯେଉଁମାନେ  ସବୁବେଳେ ଭୋଟରଙ୍କ ସାଙ୍ଗରେ ରହିବେ। ଆସନ୍ତାକାଲି ଅପରାହ୍ନରେ କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବ।”

ପ୍ରସାଦ କହିଛନ୍ତି ,“ଛତିଶଗଡ଼ ମୁଖ୍ୟମନ୍ତ୍ରୀ  ଓଡ଼ିଶା ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ମହାନଦୀର ପାଣିକୁ ଅଟକାଇଛନ୍ତି । ସେ ଓଡ଼ିଶାକୁ ପ୍ରଚାର କରିବା ପାଇଁ ଆସିବେ। ଲୋକମାନଙ୍କୁ ଭୋଟ୍‌ ମାଗିବେ।  ଭୋଟର୍‌ ମାନେ  ତାଙ୍କ ଦଳକୁ ଭୋଟ୍‌ ଦେବେ କି ନାହିଁ ବିଚାର କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story