/odisha-reporter/media/post_attachments/uploads/2015/08/Road-Accident-logo-1_01_newsnextbd.jpg)
Road-Accident-logo
ଜଳେଶ୍ୱର: ପଡ଼ୋଶୀ ପଶ୍ଚିମ ବଙ୍ଗର ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ମୋହନପୁରରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କଟକରେ ଜଣେ ରୋଗୀଙ୍କୁ ଦେଖାଇ ଏକ ପରିବାର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
Advertisment
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
/odisha-reporter/media/post_attachments/uploads/2015/08/Road-Accident-logo-1_01_newsnextbd.jpg)
Road-Accident-logo