ଜଳେଶ୍ୱର: ସଡ଼କ ଦୁର୍ଘଟଣାରେ ୫ ମୃତ

ଜଳେଶ୍ୱର: ପଡ଼ୋଶୀ ପଶ୍ଚିମ ବଙ୍ଗର ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ମୋହନପୁରରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କଟକରେ ଜଣେ ରୋଗୀଙ୍କୁ ଦେଖାଇ ଏକ ପରିବାର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।