ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି

ପୁରୀ: ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି।  ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ।  ସକାଳୁ ରଥାରୁଢ଼ ଠାକୁରଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପହର ଧୂପ ଓ ସାଧୂପ ନୀତି ଅନୁଷ୍ଠିତ ହେବାପରେ ପରମ୍ପରା ଅନୁଯାୟୀ ଗୋଟି ପହଣ୍ଡିରେ ଠାକୁରମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ।

[vc_video link=" " align="center"]

ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ସୁଦର୍ଶନ ବିଜେ କରିବେ। ଏହାପରେ ତାଳଧ୍ୱଜ ରଥରୁ ବଳଭଦ୍ର, ଦେବଦଳନରୁ ଦେବୀ ସୁଭଦ୍ରା ଓ ନନ୍ଦିଘୋଷରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିବେ।  ଠାକୁରଙ୍କ ଟାହିଆ ଦୋଳନରେ ସୃଷ୍ଟିହେବ ଭକ୍ତିମୟ ପରିବେଶ।

Ordigital Desk
• Published: Tuesday, 27 June 2017
• Updated: 27 June 2017, 09:34 AM IST

Sports

Latest News

ପୁରୀ: ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି।  ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ।  ସକାଳୁ ରଥାରୁଢ଼ ଠାକୁରଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପହର ଧୂପ ଓ ସାଧୂପ ନୀତି ଅନୁଷ୍ଠିତ ହେବାପରେ ପରମ୍ପରା ଅନୁଯାୟୀ ଗୋଟି ପହଣ୍ଡିରେ ଠାକୁରମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ।

[vc_video link=" " align="center"]

ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ସୁଦର୍ଶନ ବିଜେ କରିବେ। ଏହାପରେ ତାଳଧ୍ୱଜ ରଥରୁ ବଳଭଦ୍ର, ଦେବଦଳନରୁ ଦେବୀ ସୁଭଦ୍ରା ଓ ନନ୍ଦିଘୋଷରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିବେ।  ଠାକୁରଙ୍କ ଟାହିଆ ଦୋଳନରେ ସୃଷ୍ଟିହେବ ଭକ୍ତିମୟ ପରିବେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos