ଅଦ୍ୟତନ ହୋଇଛି
congress-
Advertisment
ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କଂଗ୍ରେସର ସମନ୍ୱୟ କମିଟି ବୈଠକ। ସଙ୍ଗଠନକୁ ମଜଭୁତ୍ କରିବା, ରାହୁଲ ଗାନ୍ଧିଙ୍କ ଗସ୍ତ, ଦଳିତ ଓ ଆଦିବାସୀଙ୍କ ଆନ୍ଦୋଳନ ଓ ଚାଷୀ ସମସ୍ୟା ଆଦି ପ୍ରସଙ୍ଗରେ ଦଳର ଅଭିମୁଖ୍ୟ ନେଇ ବୈଠକରେ ଚାଲିଛି ଆଲୋଚନା। ଏହା ଛଡ଼ା ଗୋଷ୍ଠୀ କନ୍ଦଳ ଦୂର କରି ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ। ବୈଠକରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦଙ୍କ ସମେତ ସମନ୍ୱୟ କମିଟିର ସଦସ୍ୟମାନେ ଉପସ୍ଥିତ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/congress-.jpg)