Advertisment

ସମଯାଜପୁର ରେଲୱେ ଓଭରବ୍ରିଜ୍ ସିଲ୍

ପୁରୀ: ଆଜିଠାରୁ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ୍ ସିଲ୍‌ କରାଯାଇଛି। ବିକଳ୍ପ ଭାବେ ପୁରୁଣା ଲେଭଲ କ୍ରସିଂ ରାସ୍ତାରେ ଗାଡ଼ି ଚଳାଚଳ କରୁଛି। ପୂର୍ତ୍ତ ସଚିବ ଶନିବାର ଓଭରବ୍ରିଜ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ଓଭରବ୍ରିଜ୍ ମରାମତି କାମ ଶେଷ କରିବାକୁ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ୩୦ ତାରିଖ ସୁଦ୍ଧା କାମ ସାରିବାକୁ ଏନ୍‌ଏଚ୍‌ଆଇଏକୁ କୁହାଯାଇଛି। ଦେବସ୍ନାନ ପୂର୍ଣ୍ଣିମାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୧୯ ତାରିଖ ସନ୍ଧ୍ୟାରୁ ୨୧ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ସକାଳୁ ସିଲ୍‌ ହେବ ସମଯାଜପୁର ରେଲୱେ ଓଭରବ୍ରିଜ୍‌

overbridge

Advertisment

ପୁରୀ: ଆଜିଠାରୁ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ୍ ସିଲ୍‌ କରାଯାଇଛି। ବିକଳ୍ପ ଭାବେ ପୁରୁଣା ଲେଭଲ କ୍ରସିଂ ରାସ୍ତାରେ ଗାଡ଼ି ଚଳାଚଳ କରୁଛି।

Advertisment

ପୂର୍ତ୍ତ ସଚିବ ଶନିବାର ଓଭରବ୍ରିଜ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ଓଭରବ୍ରିଜ୍ ମରାମତି କାମ ଶେଷ କରିବାକୁ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ୩୦ ତାରିଖ ସୁଦ୍ଧା କାମ ସାରିବାକୁ ଏନ୍‌ଏଚ୍‌ଆଇଏକୁ କୁହାଯାଇଛି।

ଦେବସ୍ନାନ ପୂର୍ଣ୍ଣିମାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୧୯ ତାରିଖ ସନ୍ଧ୍ୟାରୁ ୨୧ ତାରିଖ ପର୍ଯ୍ୟନ୍ତ ଓଭରବ୍ରିଜ୍ ଦେଇ ହାଲକା ଯାନ ଛଡାଯିବ। ଭିଡ଼ ବଢ଼ିବାର ସମ୍ଭାବନା ଥିବାରୁ ଆଉ ଏକ ବିକଳ୍ପ ଲେଭଲ କ୍ରସିଂ କରିବା ପାଇଁ ରେଳ ବିଭାଗକୁ ପ୍ରସ୍ତାବ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe