Advertisment

ଆଜିଠାରୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ଆଜିଠାରୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଜେଇଇର ନିଜସ୍ୱ ୱେବସାଇଟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ। ତେବେ ଚଳିତବର୍ଷ ନୂଆ ଫର୍ମାଟରେ କାଉନସେଲିଂ କରାଯାଇଛି। ବିଶେଷ କରି ଅନଲାଇନରେ ଚଏସ ଫିଲିଂ ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ ଚଏସ ଲକିଂ କରିବାକୁ ପଡ଼ିବ। ପୂର୍ବରୁ ଛାତ୍ରଛାତ୍ରୀ ଏଥିପାଇଁ ନୋଡ଼ାଲ ସେଣ୍ଟରକୁ ଯିବାକୁ ପଡ଼ୁଥିଲା। ସେହିପରି ଚଏସ ଲକିଂ ଶେଷ ହେବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ନୋଡ଼ାଲ ସେଣ୍ଟରକୁ ଯିବାକୁ ପଡ଼ିବ। କାଉନସେଲିଂ ପାଇଁ […]

ଅଦ୍ୟତନ ହୋଇଛି
ଓଜେଇଇରେ ପୁଣି ଲାଗୁ ହେବ ମାଇନସ୍‌ ମାର୍କିଂ: ପ୍ରତି ଭୁଲ୍ ଉତ୍ତର ପାଇଁ କଟିବ ୧ ମାର୍କ

OJEE

Advertisment

ଭୁବନେଶ୍ୱର: ଆଜିଠାରୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଜେଇଇର ନିଜସ୍ୱ ୱେବସାଇଟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ। ତେବେ ଚଳିତବର୍ଷ ନୂଆ ଫର୍ମାଟରେ କାଉନସେଲିଂ କରାଯାଇଛି। ବିଶେଷ କରି ଅନଲାଇନରେ ଚଏସ ଫିଲିଂ ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ ଚଏସ ଲକିଂ କରିବାକୁ ପଡ଼ିବ। ପୂର୍ବରୁ ଛାତ୍ରଛାତ୍ରୀ ଏଥିପାଇଁ ନୋଡ଼ାଲ ସେଣ୍ଟରକୁ ଯିବାକୁ ପଡ଼ୁଥିଲା। ସେହିପରି ଚଏସ ଲକିଂ ଶେଷ ହେବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ନୋଡ଼ାଲ ସେଣ୍ଟରକୁ ଯିବାକୁ ପଡ଼ିବ। କାଉନସେଲିଂ ପାଇଁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ୨୫ଟି ନୋଡ଼ାଲ ସେଣ୍ଟର ଖୋଲିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା  ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe