ବଦଳିଲା ଅମିତ ଶାହାଙ୍କ ଗସ୍ତ ସୂଚୀ, ୨୨ରେ ଆସିବେନି

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥାଆନ୍ତେ। ତେବେ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ଗସ୍ତ ସୂଚୀ ବଦଳି ଯାଇଛି। ସେ ଜୁନ୍ ୨୨, ୨୩ ଓ ୨୪ ତାରିଖ ଓଡ଼ିଶାରେ ରହିଥାଆନ୍ତେ। ନୂଆ ଗସ୍ତ ସୂଚୀ ଅନୁଯାୟୀ ସେ ଜୁଲାଇ ମାସରେ ଆସିବେ। ସେ ଜୁଲାଇ ମାସରେ ଆସିବେ। ଜୁଲାଇ ୪, ୫ ଓ ୬ ତାରିଖରେ […]

amitshah

amitshah

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 01:49 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥାଆନ୍ତେ। ତେବେ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ଗସ୍ତ ସୂଚୀ ବଦଳି ଯାଇଛି। ସେ ଜୁନ୍ ୨୨, ୨୩ ଓ ୨୪ ତାରିଖ ଓଡ଼ିଶାରେ ରହିଥାଆନ୍ତେ। ନୂଆ ଗସ୍ତ ସୂଚୀ ଅନୁଯାୟୀ ସେ ଜୁଲାଇ ମାସରେ ଆସିବେ। ସେ ଜୁଲାଇ ମାସରେ ଆସିବେ। ଜୁଲାଇ ୪, ୫ ଓ ୬ ତାରିଖରେ ସେ ଯାଜପୁର, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story