ବହିଲା ‘ଲୁ’: ଭୁବନେଶ୍ୱରରେ ତାତି ୪୧ ଡିଗ୍ରୀ ଟପିଲା

ଭୁବନେଶ୍ୱର: ‘ଲୁ’ ପବନ ପ୍ରବାହିତ ହେବା ଯୋଗୁଁ ରବିବାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ସ୍ୱାଭାବିକଠାରୁ ୫ରୁ୬ ଡିଗ୍ରୀ ସେଲସିୟସ ଉପରେ ରହିଛି ପାରଦ। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୦.୬, ଭବାନୀପାଟଣାରେ ୪୦.୨, ଟିଟିଲାଗଡ଼ ଓ ବଲାଙ୍ଗିରରେ ୪୦ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ଯେ ବର୍ତ୍ତମାନ ବାୟୁ ମଣ୍ଡଳର ଭୃପୃଷ୍ଠରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ‘ଲୁ’ ପବନ […]

weather

weather

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 04:00 PM IST

Sports

Latest News

ଭୁବନେଶ୍ୱର: ‘ଲୁ’ ପବନ ପ୍ରବାହିତ ହେବା ଯୋଗୁଁ ରବିବାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ସ୍ୱାଭାବିକଠାରୁ ୫ରୁ୬ ଡିଗ୍ରୀ ସେଲସିୟସ ଉପରେ ରହିଛି ପାରଦ। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୦.୬, ଭବାନୀପାଟଣାରେ ୪୦.୨, ଟିଟିଲାଗଡ଼ ଓ ବଲାଙ୍ଗିରରେ ୪୦ ଡିଗ୍ରୀ ରହିଥିଲା।

ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ଯେ ବର୍ତ୍ତମାନ ବାୟୁ ମଣ୍ଡଳର ଭୃପୃଷ୍ଠରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ‘ଲୁ’ ପବନ ବହୁଥିବାରୁ ଯେତିକି ତାପମାତ୍ରା ରହିବା କଥା ତା’ଠାରୁ ଅଧିକ ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱର ନୁହେଁ ତାଳଚେର ଓ ଅନୁଗୋଳ କଟକ, ଭୁବନେଶ୍ୱର, ପୁରୀ, କଳାହାଣ୍ଡି, ବଲାଙ୍ଗିର ଏବଂ ଦକ୍ଷିଣ ଓଡ଼ିଶାରରେ ମଧ୍ୟ ତାପମାତ୍ରା ବଢ଼ିବାରେ ଲାଗିଛି। ଏଭଳି  ସ୍ଥିତି ଆସନ୍ତା ୨୭ରୁ ୨୮ ତାରିଖ ଯାଏଁ ଲାଗି ରହିବ ବୋଲି ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ଅନୁଗୋଳରେ ତାପମାତ୍ର ୩୯.୭ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୩୯.୩, ତାଳଚେରରେ ୩୯.୨, ଚାନ୍ଦବାଲିରେ ୩୯ ଓ କଟକରେ ୩୮ ଡିଗ୍ରୀ ରେକର୍ଡ କରାଯାଇଥିଲା।

ପାଣିପାଗ ବିଭାଗ ମଡେଲ୍ ଅନୁଯାୟୀ ଆସନ୍ତା ଏପ୍ରିଲ୍ ମାସରେ ବି ଏହିଭଳି ପାଗ ଜାରି ରହିବ। କେନ୍ଦ୍ର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ତାପାମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ପୂର୍ବାନୁମାନ କରାଯାଉଥିବା ବେଳେ ଉତ୍ତର ଓଡ଼ିଶାରେ ତାପମାତ୍ରା ଟିକିଏ କମ୍ ରହିବ।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଉତ୍ତର ଓଡ଼ିଶା ଓ ସିକିମ୍‌ ମଧ୍ୟରେ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story