Advertisment

ଭୁବନେଶ୍ୱରରେ ଇଣ୍ଟରନ୍ୟାସନାଲ ଆର୍ଟ ଫେୟାର

ଭୁବନେଶ୍ୱର: ଭୁବନେଶ୍ୱର ଲଳିତକଳା ଏକାଡେମୀ ପରିସରରେ ଆରମ୍ଭ ହୋଇଛି ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ଆର୍ଟ ଫେୟାର। ଏଥିରେ  ରାଜ୍ୟ ତଥା ରାଜ୍ୟ ବାହାରର  ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ୩୦୦ରୁ ଅଧିକ ପେଣ୍ଟି ପ୍ରଦର୍ଶିତ ହେଉଛି। ପ୍ରଦର୍ଶନୀରେ ମୁରଲିଧର ଟାଲୀ, ଯତୀନ ଦାସ, ଦୁର୍ଗା ପ୍ରସାଦ ଦାସ ଓ ଦିନାନାଥ ପାଠୀ ଭଳି ପ୍ରମୁଖ ଚିତ୍ରଶିଳ୍ପୀଙ୍କ ସହ ୮୦ ଜଣ  ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କ ପେଣ୍ଟିଂ ସ୍ଥାନ ପାଇଛି।

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ପ୍ରତ୍ୟେକ ଦିନ ଚିତ୍ରକଳାକୁ ନେଇ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଓଡ଼ିଶାର ଯୁବ ଚିତ୍ରଶିଳ୍ପୀଙ୍କୁ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀର ଆୟୋଜନ କରିଛି ସୁଭଦ୍ରା ଆର୍ଟ ଗ୍ୟାଲେରୀ।  ପ୍ରଦର୍ଶନୀରେ ବିଶିଷ୍ଠ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି, ଶିଳ୍ପୀ ରଘୁନାଥ ମହାପାତ୍ର, ଆୟକର ବିଭାଗ କମିସନର ଶରତ ଦାସ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe