Advertisment

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରତାପ ଦେବ

[vc_row][vc_column][vc_video link=": ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆଜି ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରିଟର୍ଣ୍ଣିଂ ଅଫିସର ବିଧାନସଭା ସଚିବଙ୍କ ନିକଟରେ ସେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରତାପ ଦେବ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ୯ କୋଟି ୬୫ ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ଅଛି। ତା’ସହିତ ୩୭ ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତି ରହିଛି। ତାଙ୍କ ପାଖରେ ନଗଦ ୭୦ ହଜାର ଟଙ୍କା ଅଛି। ତାଙ୍କ ପତ୍ନୀଙ୍କ ଅସ୍ଥାବର ସଂପତ୍ତିର ପରିମାଣ ୪୨ ଲକ୍ଷ ୨୨ ହଜାର ଟଙ୍କା ବୋଲି ଦର୍ଶାଇଛନ୍ତି।

ବହୁ କଳ୍ପନାଜଳ୍ପନା ପରେ ନବୀନ ରାଜ୍ୟସଭା ପାଇଁ ପ୍ରତାପଙ୍କ ନାଁରେ ମୋହର ମାରିଥିଲେ। ବିଷ୍ଣୁ ଦାସ ଇସ୍ତଫା ଦେବା ପରେ ଏହି ଆସନ ଖାଲି ହୋଇଥିଲା ।[/vc_column_text][/vc_column][/vc_row]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe