ସ୍ୱାମୀଛାଡ଼ି ଶବ୍ଦ ପ୍ରୟୋଗ ପାଇଁ ଦାମଙ୍କୁ ନବୀନ କହିଥିଲେ !

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରରେ ଏକ ସର୍ବସାଧାରଣ ସଭାରେ ବିଜେଡ଼ି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ &lsquo;ସ୍ୱାମୀଛାଡ଼ ଅଙ୍ଗନୱାଡ଼ି&rsquo; କହିଥିଲେ। ଏଥିପାଇଁ ଦାମବାବୁ କ୍ଷମା ମାଗନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଥିଲା। ମାତ୍ର ଦାମବାବୁ କ୍ଷମା ମାଗୁନାହାନ୍ତି। ଏଥିରୁ ଜଣାପଡ଼ୁଛି ଏପରି ଶବ୍ଦ ପ୍ରୟୋଗ କରିବା ପାଇଁ ନବୀନ ପଟ୍ଟନାୟକ, ଦାମବାବୁଙ୍କୁ କହିଛନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ଏପରି ଆକ୍ଷେପ ଆଉ ସହ୍ୟ କରିହେବ ନାହିଁ। ଏହା ବିରୋଧରେ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।</p> <p>&lsquo;ସ୍ୱାମୀଛାଡ଼ ଅଙ୍ଗନୱାଡ଼ି&rsquo; ଶବ୍ଦ ପ୍ରୟୋଗକୁ ବିରୋଧ କରି ଆଜି ସନ୍ଧ୍ୟାରେ ବିଜେପି ମହିଳା ମୋର୍ଚ୍ଚା ଦାମ ରାଉତଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ସେମାନଙ୍କୁ ବିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ ବହୁ କର୍ମୀଙ୍କୁ ଅଟକ ରଖିଛି। ସୁରକ୍ଷା ଦୃଷ୍ଟିରୁ ଦାମଙ୍କ ଘର ପାଖରେ ୫ ପ୍ଲାଟୁନ୍&zwnj; ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।</p>

Ordigital Desk
  • Published: Friday, 27 October 2017
  • Updated: 27 October 2017, 07:04 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରରେ ଏକ ସର୍ବସାଧାରଣ ସଭାରେ ବିଜେଡ଼ି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ &lsquo;ସ୍ୱାମୀଛାଡ଼ ଅଙ୍ଗନୱାଡ଼ି&rsquo; କହିଥିଲେ। ଏଥିପାଇଁ ଦାମବାବୁ କ୍ଷମା ମାଗନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଥିଲା। ମାତ୍ର ଦାମବାବୁ କ୍ଷମା ମାଗୁନାହାନ୍ତି। ଏଥିରୁ ଜଣାପଡ଼ୁଛି ଏପରି ଶବ୍ଦ ପ୍ରୟୋଗ କରିବା ପାଇଁ ନବୀନ ପଟ୍ଟନାୟକ, ଦାମବାବୁଙ୍କୁ କହିଛନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ଏପରି ଆକ୍ଷେପ ଆଉ ସହ୍ୟ କରିହେବ ନାହିଁ। ଏହା ବିରୋଧରେ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।</p><p>&lsquo;ସ୍ୱାମୀଛାଡ଼ ଅଙ୍ଗନୱାଡ଼ି&rsquo; ଶବ୍ଦ ପ୍ରୟୋଗକୁ ବିରୋଧ କରି ଆଜି ସନ୍ଧ୍ୟାରେ ବିଜେପି ମହିଳା ମୋର୍ଚ୍ଚା ଦାମ ରାଉତଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ସେମାନଙ୍କୁ ବିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ ବହୁ କର୍ମୀଙ୍କୁ ଅଟକ ରଖିଛି। ସୁରକ୍ଷା ଦୃଷ୍ଟିରୁ ଦାମଙ୍କ ଘର ପାଖରେ ୫ ପ୍ଲାଟୁନ୍&zwnj; ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos