crpf
[vc_row][vc_column][vc_video link=": ବଲାଙ୍ଗିରରେ ସିଆର୍ପିଏଫ୍ ଯବାନଙ୍କ ମୃତଦେହ ଠାବ। ଚନ୍ଦନଭାଟି କଲେଜ ସାମ୍ନାରେ ଯବାନଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ଯବାନ ସାଲେପାଲିର ସଞ୍ଜୟ ବାଗ୍। ଫିରିଙ୍ଗିଆରେ ତାଙ୍କର ପୋଷ୍ଟିଂ ଥିଲା। ଭାଇ ବାହାଘର ପାଇଁ ସେ ଆସିଥିଲେ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଘଟଣାର ତଦନ୍ତ ଦାବିରେ ବଲାଙ୍ଗିର-ଚନ୍ଦନଭାଟି ରାସ୍ତା ଅବରୋଧ କରାଯାଇଛି। [/vc_column_text][/vc_column][/vc_row]
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
