ଆବଶ୍ୟକ ସାମଗ୍ରୀ: ବ୍ରାଉନ୍ ବ୍ରେଡ୍, ଦହି, ବିଟ୍ ଲୁଣ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଚିନି ଓ ଲୁଣ।
ପ୍ରଥମେ ବ୍ରେଡ୍ର ସାଇଡ୍ଗୁଡ଼ିକୁ କାଟି ବାହାର କରିଦିଅନ୍ତୁ। ମଝି ଅଂଶକୁ ଏକ ପାତ୍ରରେ ରଖି ଏଥିରେ ବିଟ୍ ଲୁଣ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଲୁଣ ପକାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ମିଶ୍ରଣକୁ ସମାନ ଭାଗରେ ଗୋଲ ଗୋଲ କରି ଗୁଳା ବନାଇ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ବରା।
ବର୍ତ୍ତମାନ ଏକ ବାଉଲରେ ଦହି, ଚିନିପକାଇ ଚିନି ମିଶିଯିବା ଯାଏଁ ଫେଣ୍ଟନ୍ତୁ। ଏହି ମିଶ୍ରଣ ଉପରେ ବରା ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରାଉନ ବ୍ରେଡ୍ ଦହିବରା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ ହବିଷ ଡାଲମା
ଏବେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇ ଯାଇଛି। ଘରେ ଘରେ ଅରୁଆ ଅନ୍ନ ସାଙ୍ଗକୁ ପ୍ରସ୍ତୁତ ହେଉଛି ହବିଷ ଡାଲମା। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ପ୍ରସ୍ତୁତ କରିବା ବି ସେତିକି ସହଜ ।
Food
ଦୀପାବଳିରେ ଘରେ ତିଆରି କରନ୍ତୁ ତାଡ଼ିଆ ମିଠା
ଆଜି ଦୀପାବଳିରେ ଏହି ମିଠାକୁ ଘରେ ତିଆରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ।
Food
ଏଥର ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ବରଫି
ଏଥର ଦୀପାବଳିରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍ କମ୍ ସାମଗ୍ରୀରେ ଓ କମ୍ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା।
Viral
ବିଦେଶରେ ଦେଶୀ ବାସ୍ନା, ଲଣ୍ଡନରେ ବିକ୍ରି ହେଉଛି ଝାଲ୍ ମୁଢି
ଲଣ୍ଡନରେ ବାସୁଛି ଭାରତୀୟ ଖାଦ୍ୟର ବାସ୍ନା, ଆଉ ଲଣ୍ଡନବାସୀ ନେଉଛନ୍ତି ଝାଲ୍ ମୁଢିର ମଜା।