Advertisment

ବ୍ରାଉନ୍‌ ବ୍ରେଡ୍ ଦହିବରା

ଆବଶ୍ୟକ ସାମଗ୍ରୀ: ବ୍ରାଉନ୍‌ ବ୍ରେଡ୍, ଦହି, ବିଟ୍‌ ଲୁଣ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଚିନି ଓ ଲୁଣ। ପ୍ରଥମେ ବ୍ରେଡ୍‌ର ସାଇଡ୍‌ଗୁଡ଼ିକୁ କାଟି ବାହାର କରିଦିଅନ୍ତୁ। ମଝି ଅଂଶକୁ ଏକ ପାତ୍ରରେ ରଖି ଏଥିରେ ବିଟ୍‌ ଲୁଣ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଲୁଣ ପକାଇ ଭଲଭାବେ ଚକଟି ଦିଅନ୍ତୁ।  ବର୍ତ୍ତମାନ ମିଶ୍ରଣକୁ ସମାନ ଭାଗରେ ଗୋଲ ଗୋଲ କରି ଗୁଳା ବନାଇ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ବରା। ବର୍ତ୍ତମାନ ଏକ ବାଉଲରେ ଦହି, ଚିନିପକାଇ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବ୍ରାଉନ୍‌ ବ୍ରେଡ୍ ଦହିବରା

dahibada

ଆବଶ୍ୟକ ସାମଗ୍ରୀ: ବ୍ରାଉନ୍‌ ବ୍ରେଡ୍, ଦହି, ବିଟ୍‌ ଲୁଣ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଚିନି ଓ ଲୁଣ।

Advertisment

ପ୍ରଥମେ ବ୍ରେଡ୍‌ର ସାଇଡ୍‌ଗୁଡ଼ିକୁ କାଟି ବାହାର କରିଦିଅନ୍ତୁ। ମଝି ଅଂଶକୁ ଏକ ପାତ୍ରରେ ରଖି ଏଥିରେ ବିଟ୍‌ ଲୁଣ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଲୁଣ ପକାଇ ଭଲଭାବେ ଚକଟି ଦିଅନ୍ତୁ।  ବର୍ତ୍ତମାନ ମିଶ୍ରଣକୁ ସମାନ ଭାଗରେ ଗୋଲ ଗୋଲ କରି ଗୁଳା ବନାଇ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ବରା।

ବର୍ତ୍ତମାନ ଏକ ବାଉଲରେ ଦହି, ଚିନିପକାଇ ଚିନି ମିଶିଯିବା ଯାଏଁ ଫେଣ୍ଟନ୍ତୁ। ଏହି ମିଶ୍ରଣ ଉପରେ ବରା ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରାଉନ ବ୍ରେଡ୍ ଦହିବରା।

Advertisment