ଗୁହାଳରେ ଚିତା; ଉଦ୍ଧାର କରିବାକୁ ଯାଇ ବନ କର୍ମଚାରୀ ଆହତ

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୁରୁଲି ଗାଁରେ ଜଣଙ୍କ ଗୁହାଳରେ ଆଜି ଗୋଟିଏ ଚିତା ବାଘ ଲୁଚି ରହିଛି। ଏ ସମ୍ପର୍କରେ ଘର ମାଲିକ ଜାଣିପାରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଚିତା ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଚିତା ଲୋକଙ୍କ ହୋହଲ୍ଲା ଶବ୍ଦ ଶୁଣି ଭୟଭୀତ ହୋଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଫଳରେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]

chita-attack-forest-

chita-attack-forest-

Rakesh Mallick
  • Published: Monday, 17 April 2017
  • Updated: 17 April 2017, 09:50 AM IST

Sports

Latest News

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୁରୁଲି ଗାଁରେ ଜଣଙ୍କ ଗୁହାଳରେ ଆଜି ଗୋଟିଏ ଚିତା ବାଘ ଲୁଚି ରହିଛି। ଏ ସମ୍ପର୍କରେ ଘର ମାଲିକ ଜାଣିପାରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଚିତା ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଚିତା ଲୋକଙ୍କ ହୋହଲ୍ଲା ଶବ୍ଦ ଶୁଣି ଭୟଭୀତ ହୋଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଫଳରେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚିତାକୁ କାବୁ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story