Advertisment

କଟକରେ ଦୁଇ ସାହି ମୁହାଁମୁହିଁ: କାଚ ବୋତଲ ମାଡ଼

କଟକ: କଟକର ସର୍ବୋଦୟପୁର ଓ ସୁଇପର କଲୋନୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ସାହି ପକ୍ଷରୁ କାଚ ବୋତଲ ମାଡ଼ ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଲୋକେ ପୋଲିସ ଉପରକୁ ମଧ୍ୟ କାଚ ବୋତଲ  ଓ ଢେଲା ମାଡ଼ କରିଛନ୍ତି। ବାଦାମବାଡ଼ି ଓ ପୁରୀଘାଟ ଥାନା ଅଧିକାରୀଙ୍କ ଉପରକୁ ବୋତଲ ମାଡ଼ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ପକ୍ଷରୁ ୧୭ ଜଣଙ୍କୁ ପୋଲିସ ଅଟକ ରଖିଛି।

<a href="">(image) </a>ପୂଜା ଭସାଣ ସମୟରୁ ଉଭୟ ସାହି ମଧ୍ୟରେ ଉତ୍ତେଜନା ଥିଲା।

https://www.youtube.com/watch?v=rlz5idOMNWs

Advertisment

କଟକ: କଟକର ସର୍ବୋଦୟପୁର ଓ ସୁଇପର କଲୋନୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ସାହି ପକ୍ଷରୁ କାଚ ବୋତଲ ମାଡ଼ ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଲୋକେ ପୋଲିସ ଉପରକୁ ମଧ୍ୟ କାଚ ବୋତଲ  ଓ ଢେଲା ମାଡ଼ କରିଛନ୍ତି। ବାଦାମବାଡ଼ି ଓ ପୁରୀଘାଟ ଥାନା ଅଧିକାରୀଙ୍କ ଉପରକୁ ବୋତଲ ମାଡ଼ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ପକ୍ଷରୁ ୧୭ ଜଣଙ୍କୁ ପୋଲିସ ଅଟକ ରଖିଛି।

Advertisment

<a href="">(image) </a>ପୂଜା ଭସାଣ ସମୟରୁ ଉଭୟ ସାହି ମଧ୍ୟରେ ଉତ୍ତେଜନା ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe