/odisha-reporter/media/post_attachments/uploads/2018/05/2017-09-16-21-40-04-438.jpg)
2017-09-16-21-40-04-438
ଆବଶ୍ୟକୀୟ ସାମଗ୍ରୀ-ଜୀଅନ୍ତା କଙ୍କଡା, ପିଆଜ, ରସୁଣ, ଟମାଟୋ, ଅଦା, ଲଙ୍କା, ତେଲ, ଲୁଣ ଏବଂ ହଳଦୀଗୁଣ୍ଡ।
Advertisment
ପ୍ରସ୍ତୁତି ପ୍ରଣାଳୀ-ଜୀଅନ୍ତା କଙ୍କଡାକୁ ଗରମ ପାଣିରେ ପକାଇ ଖୋଳପାକୁ ଛଡାଇ ଦିଅନ୍ତୁ। ଏବେ କଙ୍କଡା ମାଂସକୁ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ। ପିଆଜ ଏବଂ ଟମାଟୋକୁ କାଟି ଦିଅନ୍ତୁ। ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଭଲ ଭାବରେ ବାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ହଳଦୀ ଓ ଲୁଣ ଗୋଳା କଙ୍କଡା ମାଂସ ଖଣ୍ଡକୁ ପକାନ୍ତୁ। କଙ୍କଡା ମାଂସ କଷି ହୋଇ ଆସିଲେ ସେଥିରେ କଟା ପିଆଜ ଏବଂ କଟା ଟମାଟୋ ପକାନ୍ତୁ। ମସଲା ବଟା ମଧ୍ୟ ସେଥିରେ ପକାଇ ଅଳ୍ପ ନିଆଁରେ ବସାଇ ଢାଙ୍କୁଣୀ ବନ୍ଦ କରିଦିଅନ୍ତୁ। କଙ୍କଡା ଭାଜି ହୋଇଗଲେ ଓହ୍ଲାଇ ଆଣିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
