Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ 'କଙ୍କଡ଼ା କଷା'

ଆବଶ୍ୟକୀୟ ସାମଗ୍ରୀ-ଜୀଅନ୍ତା କଙ୍କଡା, ପିଆଜ, ରସୁଣ, ଟମାଟୋ, ଅଦା, ଲଙ୍କା, ତେଲ, ଲୁଣ ଏବଂ ହଳଦୀଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ- ଜୀଅନ୍ତା କଙ୍କଡାକୁ ଗରମ ପାଣିରେ ପକାଇ ଖୋଳପାକୁ ଛଡାଇ ଦିଅନ୍ତୁ। ଏବେ କଙ୍କଡା ମାଂସକୁ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ। ପିଆଜ ଏବଂ ଟମାଟୋକୁ କାଟି ଦିଅନ୍ତୁ। ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଭଲ ଭାବରେ ବାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ହଳଦୀ ଓ ଲୁଣ ଗୋଳା କଙ୍କଡା ମାଂସ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ 'କଙ୍କଡ଼ା କଷା'

2017-09-16-21-40-04-438

Advertisment

ଆବଶ୍ୟକୀୟ ସାମଗ୍ରୀ-ଜୀଅନ୍ତା କଙ୍କଡା, ପିଆଜ, ରସୁଣ, ଟମାଟୋ, ଅଦା, ଲଙ୍କା, ତେଲ, ଲୁଣ ଏବଂ ହଳଦୀଗୁଣ୍ଡ।

Advertisment

publive-imageପ୍ରସ୍ତୁତି ପ୍ରଣାଳୀ-ଜୀଅନ୍ତା କଙ୍କଡାକୁ ଗରମ ପାଣିରେ ପକାଇ ଖୋଳପାକୁ ଛଡାଇ ଦିଅନ୍ତୁ। ଏବେ କଙ୍କଡା ମାଂସକୁ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ। ପିଆଜ ଏବଂ ଟମାଟୋକୁ କାଟି ଦିଅନ୍ତୁ। ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଭଲ ଭାବରେ ବାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ହଳଦୀ ଓ ଲୁଣ ଗୋଳା କଙ୍କଡା ମାଂସ ଖଣ୍ଡକୁ ପକାନ୍ତୁ। କଙ୍କଡା ମାଂସ କଷି ହୋଇ ଆସିଲେ ସେଥିରେ କଟା ପିଆଜ ଏବଂ କଟା ଟମାଟୋ ପକାନ୍ତୁ। ମସଲା ବଟା ମଧ୍ୟ ସେଥିରେ ପକାଇ ଅଳ୍ପ ନିଆଁରେ ବସାଇ ଢାଙ୍କୁଣୀ ବନ୍ଦ କରିଦିଅନ୍ତୁ। କଙ୍କଡା ଭାଜି ହୋଇଗଲେ ଓହ୍ଲାଇ ଆଣିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe