କଟକ: ନରସିଂହପୁରରେ ଦୋକାନୀଙ୍କୁ ଗୁଳିମାଡ

କଟକ: କଟକ ଜିଲ୍ଲା ନରସିଂହପୁର ଛକରେ ଜଣେ ଦୋକାନୀଙ୍କୁ ଆଜି ସକାଳେ ଗୁଳିମାଡ ହୋଇଛି। ଆହତ ଦୋକାନୀ ଜଣଙ୍କ ହେଲେ ଲୋଚନା ବେହେରା । ତାଙ୍କ କାନ ପାଖରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ […]

narasinghapur

narasinghapur

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 10:59 AM IST

Sports

Latest News

କଟକ: କଟକ ଜିଲ୍ଲା ନରସିଂହପୁର ଛକରେ ଜଣେ ଦୋକାନୀଙ୍କୁ ଆଜି ସକାଳେ ଗୁଳିମାଡ ହୋଇଛି। ଆହତ ଦୋକାନୀ ଜଣଙ୍କ ହେଲେ ଲୋଚନା ବେହେରା । ତାଙ୍କ କାନ ପାଖରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କେହି ଆସି ତାଙ୍କୁ ଡାକିଥିଲା । ସେ ଝରକା ଖୋଲି ଥିଲେ ମଧ୍ୟ କାହାରିଙ୍କୁ ଦେଖିବାକୁ ନ ପାଇବାରୁ ଫେରି ଯାଉଥିଲେ । ଏହି ସମୟରେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଲକ୍ଷ୍ୟ କରି ଗୁଳିମାଡ କରି ଫେରାର ହୋଇଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । କିଏ ଓ କାହିଁକି ତାଙ୍କୁ ଗୁଳିମାଡ କଲା ସେ କିଛି ଜାଣି ନ ଥିବା ଲୋଚନା କହିଛନ୍ତି । ଅନ୍ୟପକ୍ଷେ ଆହତ ଲୋଚନାଙ୍କ ପତ୍ନୀ କହିଛନ୍ତି ଆମର କାହା ସହ ଶତ୍ରୁତା ନାହିଁ । ଏହି ଘଟଣା କିଏ ଘଟାଇଛି ସେ ସମ୍ପର୍କରେ କିଛି କହି ପାରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story