Advertisment

ଦୀପାବଳିରେ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ବର୍ଷ ଯାକ ପରିବାରରେ ଶାନ୍ତି ସମୃଦ୍ଧି ବିରାଜିବ

ହିନ୍ଦୁ ଧର୍ମରେ ଶୁଭ-ଅଶୁଭ  ଏବଂ ବାସ୍ତୁ ଆଦିର ଖୁବ୍‌ ମହତ୍ୱ ରଖେ। ବିଶେଷ କରି ପୂଜାପର୍ବରେ ବାସ୍ତୁ ଅଧିକ  ଗୁରୁତ୍ୱ ବହନ କରେ। ଯଦି ଆପଣଙ୍କ ଘରେ କିଛି ବାସ୍ତୁ ସଂକ୍ରାନ୍ତୀୟ ସମସ୍ୟା ଥାଏ ତେବେ ଧନ୍‌ତରେଶ ଠାରୁ ଦୀପାବଳି ପର୍ଯ୍ୟନ୍ତ ବାସ୍ତୁ ସମ୍ପର୍କରେ ସଚେତନ ହୋଇଯିବା ଆବଶ୍ୟକ। ପରିଣାମ ସୂରୁପ ଆପଣ ବର୍ଷଯାକ ଲାଭରେ ରହିବେ।  ତେବେ ଏ ସର୍ମ୍ପକରେ କିଛି ଉପାୟ ଜାଣି ରଖନ୍ତୁ ।  ଯେଉଁ ନୀତିନିୟମ ମାନିଲେ ଆପଣଙ୍କ ପରିବାରରେ ଶାନ୍ତି […]

ଦୀପାବଳିରେ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ବର୍ଷ ଯାକ ପରିବାରରେ ଶାନ୍ତି ସମୃଦ୍ଧି ବିରାଜିବ
Advertisment

ହିନ୍ଦୁ ଧର୍ମରେ ଶୁଭ-ଅଶୁଭ  ଏବଂ ବାସ୍ତୁ ଆଦିର ଖୁବ୍‌ ମହତ୍ୱ ରଖେ। ବିଶେଷ କରି ପୂଜାପର୍ବରେ ବାସ୍ତୁ ଅଧିକ  ଗୁରୁତ୍ୱ ବହନ କରେ। ଯଦି ଆପଣଙ୍କ ଘରେ କିଛି ବାସ୍ତୁ ସଂକ୍ରାନ୍ତୀୟ ସମସ୍ୟା ଥାଏ ତେବେ ଧନ୍‌ତରେଶ ଠାରୁ ଦୀପାବଳି ପର୍ଯ୍ୟନ୍ତ ବାସ୍ତୁ ସମ୍ପର୍କରେ ସଚେତନ ହୋଇଯିବା ଆବଶ୍ୟକ। ପରିଣାମ ସୂରୁପ ଆପଣ ବର୍ଷଯାକ ଲାଭରେ ରହିବେ।  ତେବେ ଏ ସର୍ମ୍ପକରେ କିଛି ଉପାୟ ଜାଣି ରଖନ୍ତୁ ।  ଯେଉଁ ନୀତିନିୟମ ମାନିଲେ ଆପଣଙ୍କ ପରିବାରରେ ଶାନ୍ତି ସମୃଦ୍ଧି ବଜାୟ ରହିବ।

Advertisment

publive-image୧-ଦୀପାବଳି ସମୟରେ ପୂଜା ବେଳେ ସନ୍ଧ୍ୟାରେ ଆପଣଙ୍କ ମୁଖ୍ୟ ଦ୍ୱାର ଏବଂ ଝରକା ଖୋଲା ରଖନ୍ତୁ। ମୁଖ୍ୟ ଫାଟକର ଉତ୍ତର ଦିଗରେ  ଲାଲ କୁମ୍‌ କୁମ୍‌ରେ ସ୍ୱସ୍ତିକ୍‌ ଛବି ଆଙ୍କନ୍ତୁ । ଆଉ ଏହା ପାଖରେ ଶୁଭଲାଭ ଲେଖନ୍ତୁ ।

୨-ଘରର ଉତ୍ତରପଟରେ  ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ଏବଂ ଏହାର ଡାହାଣପଟରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ପରିବାର ଉପରେ ସଦା ସର୍ବଦା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ।

Advertisment

୩- ଯଦି ଦୀପାବଳି ସମୟରେ ଆପଣ କୌଣସି ଶୁଭ କାର୍ଯ୍ୟର ଆରମ୍ଭ ପାଇଁ ଯୋଜନା ରଖିଥାନ୍ତି ତେବେ ପରିବାରର କୌଣସି ସଦସ୍ୟ କଳା କପଡ଼ା ଧାରଣ କରିବା ଅନୁଚିତ। ଏମିତି କଲେ ଭଗବାନ ଆପଣଙ୍କ ପରେ ଅନ୍ତୁଷ୍ଟ ହେବେ। ତେଣୁ କୌଣସି ଶୁଭ କାର୍ଯ୍ୟରେ କଳା ରଙ୍ଗର ଲୁଗାକୁ ବ୍ୟବହାର କରୁନ୍ତୁ ନାହିଁ।

୪-ଯେତେବଳେ ଆପଣ ଘର ସଫା କରୁଛନ୍ତି ତେବେ ଏଥିରେ କିଛି ଲୁଣ ମିଶାନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତି ଉଭେଇ ଯାଇଥାଏ।

୫-ଯେଉଁ ଘରେ ମା’ ଲକ୍ଷ୍ମଙ୍କ ଆସ୍ଥାନ ରହିଛି ସେଠି ସର୍ବଦା ନିର୍ମଳ ଏବଂ ପରିସ୍କାର ରଖନ୍ତୁ । ଏହା ଦ୍ୱାରା ଆପଣ ଆର୍ଥିକ ଦୁର୍ଗତିରୁ ମୁକ୍ତି ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe