Advertisment

ମହାନଦୀ ପାଇଁ ମାତିଲେ ମହିଳା; ସହର ବନ୍ଦ

[vc_row][vc_column][vc_video link="" align="center"][vc_column_text]ସମ୍ବଲପୁର: ପାଣି ପାଇଁ ବନ୍ଦ। ପାନୀୟ ଜଳ ଯୋଗାଣ ଦାବିରେ ଆଜି ମାଆ ଲକ୍ଷ୍ମୀ ପ୍ରତିବେଶୀ ମହିଳା ସମିତି ପକ୍ଷରୁ ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି। ମହାନଦୀରୁ ରେଢାଖୋଲ ସହର ତଥା ତତ୍‌ସଂଲଗ୍ନ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଅଧାରେ ପଡ଼ି ରହିଛି। ଏହାକୁ ତୁରନ୍ତ ଶେଷ କରି ରେଢ଼ାଖୋଲ ସହରକୁ ପାଣି ଯୋଗାଇବାକୁ ମହିଳାମାନେ ଦାବି କରିଛନ୍ତି। ସ୍ଥାନୀୟ ଲୋକେ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ରେଢାଖୋଲରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରହିଛି।[/vc_column_text][/vc_column][/vc_row]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe