ପୁରୀ: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ଓଡ଼ିଶାରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି। ଲୋକ ମନ ବଳାଇଲେଣି ଏ ସରକାରକୁ ବଙ୍ଗୋପସାଗରରେ ପକାଇବାକୁ। ପୁରୀରୁ ସବୁଠୁ ବଡ଼ ନବକଳେବର ହେବ।”
Advertisment
ଗତକାଲି ଅନ୍ତର୍ଜାତୀୟ ଗୋ ନବରାତ୍ର ଉତ୍ସବରେ ଯୋଗଦେବା ଅବସରରେ ଧର୍ମେନ୍ଦ୍ର ଏହା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
