Advertisment

ଏ ସରକାରକୁ ବଙ୍ଗୋପସାଗରରେ ପକାଇବେ ଲୋକେ: ଧର୍ମେନ୍ଦ୍ର

ପୁରୀ: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ଓଡ଼ିଶାରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି। ଲୋକ ମନ ବଳାଇଲେଣି ଏ ସରକାରକୁ ବଙ୍ଗୋପସାଗରରେ ପକାଇବାକୁ।  ପୁରୀରୁ ସବୁଠୁ ବଡ଼ ନବକଳେବର ହେବ।”

ଗତକାଲି ଅନ୍ତର୍ଜାତୀୟ ଗୋ ନବରାତ୍ର ଉତ୍ସବରେ ଯୋଗଦେବା ଅବସରରେ ଧର୍ମେନ୍ଦ୍ର ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe