ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ତିଥି ମଧ୍ୟରେ ଏକାଦଶୀ ସର୍ବଶ୍ରେଷ୍ଠ ହୋଇଥାଏ। ଏହି ଦିନ କରାଯାଉଥିବା ଜପ ତପର ଅଧିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଏହି ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ଏକାଦଶୀ ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ।
- ଏକାଦଶୀ ଦିନ ପାନ ଖାଆନ୍ତୁ ନାହିଁ। ପାନ ଖାଇବା ଦ୍ୱାରା ମନରେ ରଜୋ ଗୁଣ ପ୍ରବୃତ୍ତି ବଢିଥାଏ। ଏଥିଲାଗି ଏହି ଦିନ ପ୍ରଭୁଙ୍କ ଭକ୍ତିରେ ମନ ଲଗାଇବା ଜରୁରୀ।
- ଏକାଦଶୀ ଦିନ ସହବାସ କରିବା ଅନୁଚିତ।
- ଜୁଆ ଖେଳିବା ଏକ ଖରାପ କାର୍ଯ୍ୟ। ଯେଉଁ ବ୍ୟକ୍ତି ଜୁଆ ଖେଳିଥାଏ ତା’ର ପରିବାର ବିନାଶ ହୋଇଥାଏ ବୋଲି କୁହାଯାଏ। ଏଥିଲାଗି କେବଳ ଏକାଦଶୀ ନୁହେଁ କେବେ ମଧ୍ୟ ଜୁଆ ଖେଳନ୍ତୁ ନାହିଁ।
- ଏହି ଦିନ ଭଗବାନଙ୍କୁ ସ୍ମରଣ କରି ଉପବାସ ରହିଲେ ମୋକ୍ଷ ପ୍ରାପ୍ତ ହୁଏ ବୋଲି କୁହାଯାଏ।
- ଏକାଦଶୀ ଦିନ କ୍ରୋଧ କରିବା ଉଚିତ ନୁହେଁ। ଏହି ଦିନ ମଉନ ବ୍ରତ ଧାରଣ କଲେ ମାନସିକ ଶାନ୍ତି ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...