Advertisment

ଏକାଦଶୀ ଦିନ କରନ୍ତୁ ନାହିଁ ଏସବୁ କାର୍ଯ୍ୟ

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ତିଥି ମଧ୍ୟରେ ଏକାଦଶୀ ସର୍ବଶ୍ରେଷ୍ଠ ହୋଇଥାଏ। ଏହି ଦିନ କରାଯାଉଥିବା ଜପ ତପର ଅଧିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଏହି ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ଏକାଦଶୀ ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ। ଏକାଦଶୀ ଦିନ ପାନ ଖାଆନ୍ତୁ ନାହିଁ। ପାନ ଖାଇବା ଦ୍ୱାରା ମନରେ ରଜୋ ଗୁଣ ପ୍ରବୃତ୍ତି ବଢିଥାଏ। ଏଥିଲାଗି ଏହି ଦିନ ପ୍ରଭୁଙ୍କ ଭକ୍ତିରେ […]

ଅଦ୍ୟତନ ହୋଇଛି
ଏକାଦଶୀ ଦିନ କରନ୍ତୁ ନାହିଁ ଏସବୁ କାର୍ଯ୍ୟ

life style

Advertisment

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ତିଥି ମଧ୍ୟରେ ଏକାଦଶୀ ସର୍ବଶ୍ରେଷ୍ଠ ହୋଇଥାଏ। ଏହି ଦିନ କରାଯାଉଥିବା ଜପ ତପର ଅଧିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଏହି ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ଏକାଦଶୀ ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ।

Advertisment
  • ଏକାଦଶୀ ଦିନ ପାନ ଖାଆନ୍ତୁ ନାହିଁ। ପାନ ଖାଇବା ଦ୍ୱାରା ମନରେ ରଜୋ ଗୁଣ ପ୍ରବୃତ୍ତି ବଢିଥାଏ। ଏଥିଲାଗି ଏହି ଦିନ ପ୍ରଭୁଙ୍କ ଭକ୍ତିରେ ମନ ଲଗାଇବା ଜରୁରୀ।
  • ଏକାଦଶୀ ଦିନ ସହବାସ କରିବା ଅନୁଚିତ।
  • ଜୁଆ ଖେଳିବା ଏକ ଖରାପ କାର୍ଯ୍ୟ। ଯେଉଁ ବ୍ୟକ୍ତି ଜୁଆ ଖେଳିଥାଏ ତା’ର ପରିବାର ବିନାଶ ହୋଇଥାଏ ବୋଲି କୁହାଯାଏ। ଏଥିଲାଗି କେବଳ ଏକାଦଶୀ ନୁହେଁ କେବେ ମଧ୍ୟ ଜୁଆ ଖେଳନ୍ତୁ ନାହିଁ।
  • ଏହି ଦିନ ଭଗବାନଙ୍କୁ ସ୍ମରଣ କରି ଉପବାସ ରହିଲେ ମୋକ୍ଷ ପ୍ରାପ୍ତ ହୁଏ ବୋଲି କୁହାଯାଏ।
  • ଏକାଦଶୀ ଦିନ କ୍ରୋଧ କରିବା ଉଚିତ ନୁହେଁ। ଏହି ଦିନ ମଉନ ବ୍ରତ ଧାରଣ କଲେ ମାନସିକ ଶାନ୍ତି ମିଳିଥାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe