ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟିକେ ବୟସ ବଢିଲେ ବିଭିନ୍ନ ପକାରର ରୋଗ ମାଡିବସେ। ସେଥିମଧ୍ୟରୁ ଗୋଟେ ହେଇଛି କାନ ରୋଗ। ବୟସ ବଢିଲେ କାନକୁ ସାଧାରଣତଃ କମ୍ ଶୁଣାଯାଇଥାଏ। ବୟସ ଟିକେ ଅଧିକ ହୋଇଗଲେ ବହୁ ବ୍ୟକ୍ତି ସମ୍ପୁର୍ଣ୍ଣ କାଲା ହୋଇଯାଇଥାନ୍ତି। ଏପରି ସମସ୍ୟାରୁ ମୁକ୍ତି ପାଇଁ ଏକ ଚମତ୍କାର ଘରୋଇ ଉପାୟ। କାନରେ ଟିକେ ତେଲ ପକାନ୍ତୁ। ସବୁଦିନ ନୁହେଁ ପ୍ରତ୍ୟକ ଶନିବାର ସୁର୍ଯ୍ୟସ୍ତ ପରେ କାନରେ ଟିକେ ତେଲ ପକାନ୍ତୁ ଏପରି କଲେ ଆପଣ କାନ ସମସ୍ୟାରେ କେବେବି ପଡିବେନାହିଁ ଓ କାଲା ହେବାରୁ ବଞ୍ଚିଯିବେ। ଏହି ଉପାୟ ଆପଣ ଏବେଠୁ ଆରମ୍ଭ କରି ଦିଅନ୍ତୁ। ଅତ୍ୟାଧୁନିକ ଚିକିତ୍ସା ବଦଳରେ ଏହି ଘରୋଇ ଉପଚାର ମାଧ୍ୟମରେ ଆପଣ ସପ୍ତାହକୁ ଥରେ କାନରେ ତେଲ ପକାଇ କାନ ରୋଗରୁ ମୁକ୍ତି ପାଇ ପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
