ଅଦ୍ୟତନ ହୋଇଛି
mada
Advertisment
ନିଶାଦ୍ରବ୍ୟ ସେବନ ଶରୀର ପାଇଁ ହାନୀକାରକ ଜାଣି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ମଦ ପଛରେ ଧୂମ୍ ପଇସା ଉଡାନ୍ତି । ଏମିତି ଅନେକ ଦାମୀ ମଦ ରହିଛି ଯାହାର ଦାମ୍ ଜାଣିଲେ ହୋସ୍ ଉଡିଯିବ। ମଦର କିଛି ଏମିତିକା ବ୍ରାଣ୍ଡ ଅଛି ଯାହାକୁ ଭାରତୀୟ ଟଙ୍କାରେ ହିସାବ କେଲେ ଗୋଟିଏ ବୋତଲର ମୂଲ୍ୟ ପାଖାପାଖି ୭୫ କେଜି ସୁନା ସହ ସମାନ ହବେ। ସେମିତି କିଛି ଦାମୀ ମଦ ବ୍ରାଣ୍ଡ ସମ୍ପର୍କରେ ଆସନ୍ତୁ ଜାଣିବା।
Advertisment
ବିଲିଓନାରୀ ଭୋଡକା: ବିଲିଓନାରୀ ଭୋଡକା ଦୁନିଆର ସବୁଠୁ ଦାମୀ ମଦ। ଗୋଟିଏ ବୋତଲର ଦାମ୍ ୨୪କୋଟି ଟଙ୍କା । ପ୍ରସିଦ୍ଧ ଡିଜାଇନର ଲିୟୋନ ବେରେସ ଏହି ମଦ ବୋତଲର ଡିଜାଇନ୍ କରିଛନ୍ତି । ବୋତଲ ଉପରେ ୩୦୦୦ ହୀରା ଲଗିଛି। ଏହାକୁ ସିକ୍ରେଟ୍ ରୂଷୀୟ ଶୈଳୀରେ ତିଆରି କରାଯାଏ ।
ସ୍କ୍ରିମିଂ ଇଗଲ କାର୍ବଲେଟ୍-୧୯୯୨: ସ୍କ୍ରିମିଂ ଇଗଲ କାର୍ବଲେଟ୍-୧୯୯୨ରେ ଦୁନିଆର ସବୁଠୁ ଦାମୀ ରେଡ ୱାଇନ୍ । ୨୦୦୦ ମସିହାରେ ଏହି ୱାଇନର କିଛି ବୋତଲ ନିଲାମ କରାଯାଇଥିଲା। ଯାହାର ଗୋଟେ ବୋତଲର ଦାମ୍ ଥିଲା ୩.୨ କୋଟି ଟଙ୍କା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/mada.jpg)
/odisha-reporter/media/post_attachments/wp-content/uploads/2017/10/billionire.jpeg)
/odisha-reporter/media/post_attachments/wp-content/uploads/2017/10/red-wine.jpeg)
/odisha-reporter/media/post_attachments/wp-content/uploads/2017/10/skotch.jpeg)
/odisha-reporter/media/post_attachments/wp-content/uploads/2017/10/rom.jpeg)