ରାତିରେ ସାପ ସ୍ୱପ୍ନ ଦେଖୁଛନ୍ତି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୋଇବା ବେଳେ ଆମେ ଅନେକ ସ୍ୱପ୍ନ ଦେଖିଥାଉ। କେତେବେଳେ ଭଲ ସ୍ୱପ୍ନ ତ କେତେବେଳେ ଦୁଃସ୍ୱପ୍ନ। ଅନେକ ସମୟରେ ଆମେ ଜୀବଜନ୍ତୁଙ୍କୁ ନେଇ ମଧ୍ୟ ସ୍ୱପ୍ନ ଦେଖୁ। ବେଳେବେଳେ ଆମେ ସାପକୁ ନେଇ ମଧ୍ୟ ସ୍ୱପ୍ନ ଦେଖୁ ଯେମିତିକି ସାପ କାହାକୁ ଦଂଶୁଛି, ଗୋଡ଼ାଉଛି କିମ୍ବା ଘରେ ପଶିଯାଉଛି- ଏମିତି ଅନେକ କିଛି। ସାପ ସ୍ୱପ୍ନ ଦେଖି ଭୟଭୀତ ହେବାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପାଖରେ ରଖନ୍ତୁ &#039;ସମ୍ବର ଶିଙ୍ଗ &#039;। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସମ୍ବର ମାନଙ୍କର ଶିଙ୍ଗରୁ ଟିକେ ଆଣି ପାଖରେ ରଖି ଶୋଇବା ଦ୍ୱାରା ରାତିରେ ସାପ ସ୍ୱପ୍ନ ଦେଖିବେନି ।</p> <p>ସମ୍ବର ଶିଙ୍ଗ ଆପଣଙ୍କୁ ସାପ କାମୁଡ଼ାରୁ ମଧ୍ୟ ରକ୍ଷାକରିବ। ଯଦି ପାଖରେ ସମ୍ବର ଶିଙ୍ଗ ଅଛି, ତେବେ ଯେତେ ବିଷାକ୍ତ ସାପ ଉପରେ ପାଦ ପଡୁନା କାହିଁକି ସାପ ଆପଣଙ୍କୁ କେବେ କାମୁଡିବନି।</p>

Ordigital Desk
  • Published: Thursday, 26 October 2017
  • Updated: 26 October 2017, 12:22 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୋଇବା ବେଳେ ଆମେ ଅନେକ ସ୍ୱପ୍ନ ଦେଖିଥାଉ। କେତେବେଳେ ଭଲ ସ୍ୱପ୍ନ ତ କେତେବେଳେ ଦୁଃସ୍ୱପ୍ନ। ଅନେକ ସମୟରେ ଆମେ ଜୀବଜନ୍ତୁଙ୍କୁ ନେଇ ମଧ୍ୟ ସ୍ୱପ୍ନ ଦେଖୁ। ବେଳେବେଳେ ଆମେ ସାପକୁ ନେଇ ମଧ୍ୟ ସ୍ୱପ୍ନ ଦେଖୁ ଯେମିତିକି ସାପ କାହାକୁ ଦଂଶୁଛି, ଗୋଡ଼ାଉଛି କିମ୍ବା ଘରେ ପଶିଯାଉଛି- ଏମିତି ଅନେକ କିଛି। ସାପ ସ୍ୱପ୍ନ ଦେଖି ଭୟଭୀତ ହେବାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପାଖରେ ରଖନ୍ତୁ &#039;ସମ୍ବର ଶିଙ୍ଗ &#039;। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସମ୍ବର ମାନଙ୍କର ଶିଙ୍ଗରୁ ଟିକେ ଆଣି ପାଖରେ ରଖି ଶୋଇବା ଦ୍ୱାରା ରାତିରେ ସାପ ସ୍ୱପ୍ନ ଦେଖିବେନି ।</p><p>ସମ୍ବର ଶିଙ୍ଗ ଆପଣଙ୍କୁ ସାପ କାମୁଡ଼ାରୁ ମଧ୍ୟ ରକ୍ଷାକରିବ। ଯଦି ପାଖରେ ସମ୍ବର ଶିଙ୍ଗ ଅଛି, ତେବେ ଯେତେ ବିଷାକ୍ତ ସାପ ଉପରେ ପାଦ ପଡୁନା କାହିଁକି ସାପ ଆପଣଙ୍କୁ କେବେ କାମୁଡିବନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos