- Videos
- Lifestyle
- ରାତିରେ ସାପ ସ୍ୱପ୍ନ ଦେଖୁଛନ୍ତି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି
ରାତିରେ ସାପ ସ୍ୱପ୍ନ ଦେଖୁଛନ୍ତି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି
- Published: Thursday, 26 October 2017
- , Updated: 26 October 2017, 12:22 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୋଇବା ବେଳେ ଆମେ ଅନେକ ସ୍ୱପ୍ନ ଦେଖିଥାଉ। କେତେବେଳେ ଭଲ ସ୍ୱପ୍ନ ତ କେତେବେଳେ ଦୁଃସ୍ୱପ୍ନ। ଅନେକ ସମୟରେ ଆମେ ଜୀବଜନ୍ତୁଙ୍କୁ ନେଇ ମଧ୍ୟ ସ୍ୱପ୍ନ ଦେଖୁ। ବେଳେବେଳେ ଆମେ ସାପକୁ ନେଇ ମଧ୍ୟ ସ୍ୱପ୍ନ ଦେଖୁ ଯେମିତିକି ସାପ କାହାକୁ ଦଂଶୁଛି, ଗୋଡ଼ାଉଛି କିମ୍ବା ଘରେ ପଶିଯାଉଛି- ଏମିତି ଅନେକ କିଛି। ସାପ ସ୍ୱପ୍ନ ଦେଖି ଭୟଭୀତ ହେବାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପାଖରେ ରଖନ୍ତୁ 'ସମ୍ବର ଶିଙ୍ଗ '। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସମ୍ବର ମାନଙ୍କର ଶିଙ୍ଗରୁ ଟିକେ ଆଣି ପାଖରେ ରଖି ଶୋଇବା ଦ୍ୱାରା ରାତିରେ ସାପ ସ୍ୱପ୍ନ ଦେଖିବେନି ।</p>
<p>ସମ୍ବର ଶିଙ୍ଗ ଆପଣଙ୍କୁ ସାପ କାମୁଡ଼ାରୁ ମଧ୍ୟ ରକ୍ଷାକରିବ। ଯଦି ପାଖରେ ସମ୍ବର ଶିଙ୍ଗ ଅଛି, ତେବେ ଯେତେ ବିଷାକ୍ତ ସାପ ଉପରେ ପାଦ ପଡୁନା କାହିଁକି ସାପ ଆପଣଙ୍କୁ କେବେ କାମୁଡିବନି।</p>