Advertisment

ସ୍ୱର୍ଣ୍ଣିମ ଅଧ୍ୟାୟ ରଚିଲା ଭାରତ : ପଢନ୍ତୁ ଏମକେ-ଥ୍ରୀ ର ଗୁପ୍ତକଥା

ଶ୍ରୀହରିକୋଟ୍ଟା : ପ୍ରତୀକ୍ଷାର ଅନ୍ତଘଟାଇ ସଫଳତାର ସହ କକ୍ଷପଥରେ ପହଞ୍ଚିଛି ରକେଟ ଜିଏସଏଲଭି ଏମକେ-ଥ୍ରୀ । ସବୁଠୁ ଓଜନିଆ କୁହାଯାଉଥିବା ଏହି ରକେଟ ସଫଳ ପରୀକ୍ଷଣ କରି ମହାକକାଶ ଗବେଷଣା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି ଭାରତ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଆଜି ୫ଟା ୨୮ ମିନିଟରେ ଏହି ରକେଟକୁ ଲଞ୍ଚ କରାଯାଇଥିଲା।

[vc_video link="" align="center"]

<span style="color: #ff0000;">ଆସନ୍ତୁ ଜାଣିବା ଏହି ରକେଟ ସମ୍ପର୍କରେ କିଛି ଖାସ କଥା</span>

୧.ଜିଏସଏଲଭି ଏମକେ-ଥ୍ରୀ ରକେଟର ଓଜନ ହେଉଛି ୬୪୦ ଟନ୍‌। ଯାହା ୨୦୦ ହାତୀର ଓଜନ ସହ ସମକକ୍ଷ। ଏହି ରକେଟର ଓଜନ ଅଧିକ ଭାରି ହୋଇଥିଲା ବେଳେ ଲମ୍ବ ହେଉଛି ୪୩ ମିଟର।

୨-୪ ଟନ ବିଶିଷ୍ଟ ସେଟଲାଇଟକୁ ବହନ କରିବାର ଏହାର କ୍ଷମତା ରହିଛି।

୩-ଟେଲିଯୋଗାଯୋଗ ଏବଂ ଇଣ୍ଟରନେଟ ଯୋଗାଯୋଗ କ୍ଷେତ୍ରରେ  ଏହା କାମ କରିବ।

୪- ଏହାକୁ ତିଆରି ପାଇଁ ୨୫ ବର୍ଷ ହେବ ଉଦ୍ୟମ ଜାରି ରହିଥିଲା। ଗବେଷଣା ବେଳେ ୧୧ ଟି ବିମା ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିକୁ ସାମିଲ କରାଯାଥିଲା। ପ୍ରାଥମିକ ପର୍ଯ୍ୟାୟରେ ୩୦୦ କୋଟିରୁ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଥିପାଇଁ ଇଶ୍ରୋ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ୧୨ ହଜାର ୫୦୦ କୋଟି ଟଙ୍କା ଦାବି କରାଯାଇଥିଲା।

୫-ଜିଏସଏଲଭି ଏମକେ-ଥ୍ରୀକୁ ପ୍ରଥମେ ୨୦୧୪ରେ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷଣ କରାଯାଥିଲା।

୬- ଏହି ରକେଟ ପରୀକ୍ଷଣ କରି ନିଜର ସ୍ଥିତି ମଜଭୁତ କରିବା ସହ ଋଷିଆ, ଆମେରିକା ଏବଂ ଚୀନ ପରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe