ଭୁବନେଶ୍ୱର: ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବିଏସଏଫ୍ ପକ୍ଷରୁ ଏକ ହାଫ୍ ମାରଥନର ଆୟୋଜନ କରାଯାଇଛି। ‘ରନ ଫର ମାର୍ଟିର୍ସ’ ନାମରେ ଏହି ହାଫ୍ ମାରାଥନ୍ କରାଯାଇଛି। ଏହି ଅବସରରରେ ଓଡ଼ିଶାରେ ମଧ୍ୟରେ ଏହି ମାରାଥନ୍ ଆୟୋଜିତ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ବିଏସଏଫ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୬ଟି ସହିଦ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ୫, ୧୦ ଓ ୨୧ କିଲୋମିଟର ବର୍ଗରେ ଏହି ହାଫ୍ ମାରାଥନ୍ ଆୟୋଜନ କରାଯାଇଛି।
ସହିଦଙ୍କୁ ସମ୍ମାନ ଜଣାଇ ବିଏସ୍ଏଫ୍ ପକ୍ଷରୁ ହାଫ୍ ମାରଥନ୍
ଭୁବନେଶ୍ୱର: ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବିଏସଏଫ୍ ପକ୍ଷରୁ ଏକ ହାଫ୍ ମାରଥନର ଆୟୋଜନ କରାଯାଇଛି। ‘ରନ ଫର ମାର୍ଟିର୍ସ’ ନାମରେ ଏହି ହାଫ୍ ମାରାଥନ୍ କରାଯାଇଛି। ଏହି ଅବସରରରେ ଓଡ଼ିଶାରେ ମଧ୍ୟରେ ଏହି ମାରାଥନ୍ ଆୟୋଜିତ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ବିଏସଏଫ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୬ଟି ସହିଦ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ୫, ୧୦ ଓ ୨୧ କିଲୋମିଟର ବର୍ଗରେ ଏହି ହାଫ୍ ମାରାଥନ୍ ଆୟୋଜନ କରାଯାଇଛି।
Advertisment
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us