Advertisment

ଘରେ ବନାନ୍ତୁ ବନ୍ଧାକୋବି ଆଚାର

ଆବଶ୍ୟକ ସାମଗ୍ରୀ: ‍‍‍‍‍‍‍‍‍‍‍‍‍‍ବନ୍ଧାକୋବି, ତେନ୍ତୁଳି, ହଳଦୀ, ସୋରିଷ, ଲୁଣ, ହଳଦୀ, ରିଫାଇନ୍‌, ମେଥି, ଲଙ୍କାଗୁଣ୍ଡ, ଶୁଖିଲା ଲଙ୍କା, ହେଙ୍ଗୁ। ପ୍ରସ୍ତୁତି ପ୍ରଣାଳୀ: ବନ୍ଧାକୋବିକୁ ଚୁନା ଚୁନା କରି ଭଲ ଭାବେ କାଟିଦିଅନ୍ତୁ। ସେଥିରେ ଲୁଣ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦୁଇ ଘଣ୍ଟା ରଖିଦିଅନ୍ତୁ। ପରେ ତେନ୍ତୁଳି ପକାଇ ଏହାକୁ ଭଲ ଭାବେ ବାଟି ଦିଅନ୍ତୁ। ସେଥିରେ ଲଙ୍କାଗୁଣ୍ଡ ପକାନ୍ତୁ। ଏବେ କଡେଇରେ ତେଲ ଗରମ କରନ୍ତୁ। ସେଥିରେ ସୋରିଷ, ମେଥି ଓ ହେଙ୍ଗୁ ଗୁଣ୍ଡ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ବନାନ୍ତୁ ବନ୍ଧାକୋବି ଆଚାର

-cabbage-recipes

ଆବଶ୍ୟକ ସାମଗ୍ରୀ: ‍‍‍‍‍‍‍‍‍‍‍‍‍‍ବନ୍ଧାକୋବି, ତେନ୍ତୁଳି, ହଳଦୀ, ସୋରିଷ, ଲୁଣ, ହଳଦୀ, ରିଫାଇନ୍‌, ମେଥି, ଲଙ୍କାଗୁଣ୍ଡ, ଶୁଖିଲା ଲଙ୍କା, ହେଙ୍ଗୁ।

Advertisment

ପ୍ରସ୍ତୁତି ପ୍ରଣାଳୀ: ବନ୍ଧାକୋବିକୁ ଚୁନା ଚୁନା କରି ଭଲ ଭାବେ କାଟିଦିଅନ୍ତୁ। ସେଥିରେ ଲୁଣ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦୁଇ ଘଣ୍ଟା ରଖିଦିଅନ୍ତୁ। ପରେ ତେନ୍ତୁଳି ପକାଇ ଏହାକୁ ଭଲ ଭାବେ ବାଟି ଦିଅନ୍ତୁ। ସେଥିରେ ଲଙ୍କାଗୁଣ୍ଡ ପକାନ୍ତୁ। ଏବେ କଡେଇରେ ତେଲ ଗରମ କରନ୍ତୁ। ସେଥିରେ ସୋରିଷ, ମେଥି ଓ ହେଙ୍ଗୁ ଗୁଣ୍ଡ ପକାନ୍ତୁ। ବନ୍ଧାକୋବି ବଟା ସାଥିରେ ଏହାକୁ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବନ୍ଧାକୋବି ଆଚାର। ଏହାକୁ ଦୁଇମାସ ପର୍ଯ୍ୟନ୍ତ ରଖି ଖାଇ ପାରିବେ।